କୋଭିଡ ଟିକା ନେଇ ଓଡ଼ିଶାରେ ୫୦ ଜଣଙ୍କ ମୃତ୍ୟୁ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ମହୌଷଧୀ ଥିଲା କୋଭିଡ ଟିକା। ଦେଶରେ କୋଭାକ୍ସିନ୍, କୋଭିସିଲ୍ଡ, କର୍ବିଭାକ୍ସ ଓ ସ୍ପୁଟନିକ-୫ ଟିକା ଦିଆଯାଇଥିଲା। କୋଭିଡ ଟିକାର ସାମାନ୍ୟ ପାର୍ଶ୍ବ ପ୍ରତିକ୍ରିୟା ରହିଥିବା ସରକାର ପୂର୍ବରୁ ସତର୍କ କରିଥିଲେ। କୋଭିଡ ଟିକା […]









