ଆଖି ବୁଜିଲେ ପଛେ, ବ୍ଲକ୍ଗ୍ରାଣ୍ଟ ଶିକ୍ଷକଙ୍କୁ ମିଳିଲାନି ସରକାରୀ ସହାୟତା
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଜଳେଶ୍ୱର: ଏକ ଦୁର୍ଘଟଣାର ଶିକାର ହୋଇ ବ୍ଲକ୍ଗ୍ରାଣ୍ଟ ଶିକ୍ଷକ ଆଖି ବୁଜିଦେଲେ। ତାଙ୍କ ପରିବାରର ଆର୍ଥିକ ସ୍ଥିତି ଭଲ ନଥିଲା। ଫଳରେ ସଂପୃକ୍ତ ଶିକ୍ଷକଙ୍କଠାରୁ ପାଢ଼ ପଢ଼ିଥିବା ଶତାଧିକ ପୂର୍ବତନ ଛାତ୍ରଛାତ୍ରୀ ଲକ୍ଷାଧିକ ଟଙ୍କା ସାହାଯ୍ୟ କରିଛନ୍ତି। ଜଳେଶ୍ୱର ବ୍ଲକ୍ ଦକ୍ଷିଣ […]









