ଚିକିତ୍ସାଧୀନ ଅବସ୍ଥାରେ ସେବାଶ୍ରମ ପ୍ରଥମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ, ଚିକିତ୍ସାରେ ବିଳମ୍ବ ଯୋଗୁଁ ମୃତ୍ୟୁ ଅଭିଯୋଗ
ନୂଆପଡା ୪।୮: ନୂଆପଡାରେ ଚିକିତ୍ସାଧିନ ଅବସ୍ଥାରେ ସେବାଶ୍ରମର ପ୍ରଥମ ଶ୍ରେଣୀ ଛାତ୍ରୀଙ୍କ ହସ୍ପିଟାଲରେ ମୃତ୍ୟୁ । ମୃତକ ଖଡିଆଳ ଥାନା ମହୁଲକୋଟ ଗ୍ରାମର ଶିବାନୀ ଭୋଇ । ନିକଟସ୍ଥ ନେହେନା ସେବାଶ୍ରମରେ ରହି ପ୍ରଥମ ଶ୍ରେଣୀରେ ପଢୁଥିଲେ । ସୂଚନାଯୋଗ୍ୟ ଯେ, ଛାତ୍ରୀ ଜଣଙ୍କ ତିନି ଦିନ ପୂର୍ବେ ଜ୍ବର ଲାଗି ରହିଥିବା ବେଳେ ସେବାଶ୍ରମ କର୍ମଚାରୀ ବୁଧବାର ଖଡିଆଳ ହସ୍ପିଟାଲକୁ ନେଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଚିକିତ୍ସାରେ ବିଳମ୍ବ ପାଇଁ ଛାତ୍ରୀଙ୍କ […]