ତ୍ରୀର୍ଥଯାତ୍ରୀ ବସ୍କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
ଜଳେଶ୍ୱର ୧୭/୦୮: ରାସ୍ତା କଡରେ ଛିଡା ହୋଇ ଚକ ବଦଳ କରୁଥିବା ଏକ ତୀର୍ଥଯାତ୍ରୀ ବସକୁ ପଛ ପଟୁ ଧକ୍କା ଦେଲା ଦ୍ରୁତ ଗତିରେ ଆସୁଥିବା ମାଲବାହୀ ଟ୍ରକ । ଜଣେ ମହିଳା ତୀର୍ଥଯାତ୍ରୀଙ୍କ ମୃତ୍ୟୁ । ଏହାସହ ୪ରୁ ଅଧିକ ଗୁରୁତର । ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ ରାଜ୍ୟ ବର୍ଦ୍ଧମାନ ଅଂଚଳରୁ ତୀର୍ଥଯାତ୍ରୀ ବସ ଯାତ୍ରୀ ନେଇ ପୁରୀ ଆସୁଥିଲା । ଏହି ସମୟରେ ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ୬୦ନ ଜାତୀୟ […]
