ଶେହନାଜ୍ଙ୍କୁ ପୁଣି ହେଲା ପ୍ରେମ ! ରାଘବ ଜୁଆଲ୍ଙ୍କୁ କରୁଛନ୍ତି ଡେଟ୍
ମୁମ୍ଵାଇ ୧୮।୦୮: ପଞ୍ଜାବର କ୍ୟାଟ୍ରିନା ଶେହଜାନ୍ ଗିଲ୍। ସେ ପୁଣିଥରେ ମନୋରଞ୍ଜନ ଦୁନିଆର ଶୀର୍ଷରେ ଅଛନ୍ତି। ସିଦ୍ଧାର୍ଥ ଯିବା ପରେ ସେ ଧିରେ ଧିରେ କାମକୁ ଫେରିଥିଲେ। ହେଲେ ବର୍ତ୍ତମାନ ଶେହନାଜ୍ଙ୍କୁ ନେଇ ଏମିତି ଖବର ଆସିଛି । ଯାହା ସବୁଆଡେ ଆଲୋଚନାର ବିଷୟ ପାଲଟିଛି । କୁହାଯାଉଛି କି ଶେହନାଜ ପ୍ରେମରେ ଉବୁଟୁବୁ ହେଉଛନ୍ତି। ତାଙ୍କ ଜୀବନରେ ଜଣେ ବିଶେଷ ବ୍ୟକ୍ତି ପ୍ରବେଶ କରିଛନ୍ତି। ସଲମାନ ଖାନଙ୍କ ଆଗାମୀ ଫିଲ୍ମ କଭି ଇଦ୍ କଭି ଦିୱାଲୀରେ […]