ଦଣ୍ଡାଦେଶ ଶୁଣି ଅଭିଯୁକ୍ତ ଚମ୍ପଟ୍
ଅନୁଗୁଳ : ଅଦାଲତରେ ଏକ ଚୋରି ମାମଲାର ବିଚାର ଚାଲିଥିଲା। ଅଭିଯୁକ୍ତକୁ ଜେଲ୍ ଦଣ୍ଡାଦେଶ ସହ ଜରିମାନା ଆଦେଶ ଦେଇଥିଲେ ଅଦାଲତ। ଆଉ ଏହା ଶୁଣି ଛାନିଆ ହୋଇଯାଇଥିଲେ ଅଭିଯୁକ୍ତ। ସୁଯୋଗ ଦେଖି ଅଦାଲତରୁ ଚମ୍ପଟ ମାରିଥିଲେ। ଏମିତି ଏକ ଅଭାବନୀୟ ଘଟଣା ବୁଧବାର ଦିନ ଦେଖିବାକୁ ମିଳିଥିଲା ଅନୁଗୁଳ କୋର୍ଟ ପରିସରରେ। ସମସ୍ତଙ୍କ ସାମ୍ନାରେ ଅଭିଯୁକ୍ତ ଦୌଡ଼ି ଦୌଡ଼ି ପଳାଇବା ଘଟଣାକୁ ନେଇ ଅନ୍ୟ ଅଭିଯୁକ୍ତ ଓ ଆଇନଜୀବୀଙ୍କ ଭିତରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନା […]