ପ୍ରଧାନମନ୍ତ୍ରୀ ବୀମା ଯୋଜନା କରୁ ନ ଥିବା ସିଏସ୍ପି ଅଚଳ, ଗ୍ରାମାଞ୍ଚଳ ବ୍ୟାଙ୍କିଙ୍ଗ୍ କାରବାରରେ ବାଧା
ଜଗତସିଂହପୁର ଟାଉନ୍ : ଗ୍ରାମାଞ୍ଚଳରେ ବ୍ୟାଙ୍କିଙ୍ଗ୍ କାରବାରର ଲାଇଫ୍ଲାଇନ୍ ସାଜିଥିବା ଶହ ଶହ କମନ୍ ସର୍ଭିସ ସେଣ୍ଟର(ସିଏସ୍ପି) ଗତ ତିନିଦିନ ହେଲା ଅଚଳ ହୋଇପଡ଼ିଛି। କୌଣସି ଯାନ୍ତ୍ରିକ ତ୍ରୁଟି ନୁହେଁ, ବରଂ ମନୁଷ୍ୟକୃତ ଭାବେ ଏହାକୁ ଅଚଳ କରି ଦିଆଯାଇଛି। ଫଳରେ, ସହଜରେ ଟଙ୍କା ଜମା ଓ ଉଠାଣ ହୋଇପାରୁନାହିଁ। ପ୍ରତିଦିନ ବିଭିନ୍ନ ସିଏସ୍ପି ସେଣ୍ଟର୍ରୁ ହଜାର ହଜାର ଲୋକ ଫେରିଯାଉଛନ୍ତି। ଏହା କେବଳ ଗୋଟିଏ ଜିଲ୍ଲା ନୁହେଁ, ସାରାରାଜ୍ୟରେ ଏଭଳି ହୋଇଥିବା କୁହାଯାଉଛି। ଯାହାକୁ ନେଇ […]