ଟ୍ରାକ୍ଟରକୁ ଧକ୍କା ଦେଲା କାର୍ : ୪ ମୃତ, ୧୮ ଆହତ
ନୂଆଦିଲ୍ଲୀ, ୨୩|୦୮: ଟ୍ରାକ୍ଟରରୁ ଧକ୍କା ଦେଲା କାର୍ । ୪ ମୃତ । ୧୮ରୁ ଅଧିକ ଗୁରୁତର । ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଉତ୍ତର ପ୍ରଦେଶର ସାହାରନପୁର ଜିଲ୍ଲାରେ । ସୂଚନାନୁସାରେ, ଉତ୍ତର ପ୍ରଦେଶର ମୁଜାଫରନଗର-ଶାହରନପୁର ଜାତୀୟ ରାଜପଥରେ ଏହି ଅଘଟଣ ଘଟିଛି । କୁହାଯାଉଛି ଯେ, ଦ୍ରୁତ ଗତିରେ ଯାଉଥିବା ଏକ କାର୍ ଅନ୍ୟ ଏକ ଟ୍ରାକ୍ଟରରୁ ଧକ୍କା ଦେଇଥିଲା । ଯେଉଁଥିରେ ୪ ଜଣ ପ୍ରାଣ ହରାଇଥିଲେ । ଦୁର୍ଘଟଣାର ଖବର […]