ଭିଜିଲାନ୍ସ ଜାଲରେ ପୂର୍ବତନ ପ୍ରାଣୀଧନ ଚିକିତ୍ସକ, ବାସଭବନରେ ଯାଞ୍ଚ କଲା ଟିମ୍
ବଡବିଲ୨୪/୦୮: ପୂର୍ବତନ ପ୍ରାଣୀଧନ ଚିକିତ୍ସକ ଲଲାଟେନ୍ଦୁ ଆଇଚଙ୍କ ଯୋଡ଼ା ବାସଭବନରେ ଭିଲିଲାନ୍ସ ଟିମ୍ । ଏକ ୬ ଜଣିଆ ଭିଜିଲାନ୍ସ ଟିମ୍, ଲଲାଟେନ୍ଦୁଙ୍କ ଯୋଡ଼ା, ବନେଇକଳା ବାସଭବନରେ ପହଞ୍ଚି ଅଧିକ ତଦନ୍ତ ଚଳାଇଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜଲାନ୍ସ ପକ୍ଷରୁ ଗତ ୨୦୧୮ ମସିହା ନଭେମ୍ବର ମାସରେ ଲଲାଟେନ୍ଦୁ ଆଇଚଙ୍କ ୩ଟି ଠିକଣାରେ ଏକକାଳୀନ ଚଢ଼ଉ ହୋଇଥିଲା । ଫୁଲବାଣୀ ସରକାରୀ କାର୍ଯ୍ୟାଳୟ ଓ ବାସଭବନ, ପୈତୃକ ଘର ବେରୁଣାପଦୀ ଏବଂ ଯୋଡ଼ା […]