ଚୋରି କରିବାକୁ ଆସି ଧରାପଡିଗଲେ, ନିର୍ଦ୍ଧୁମ ଛେଚିଲେ ଲୋକେ
ଜୟପୁର ୨୫।୮: ଚୋରି କରିବାକୁ ଆସିଥିଲା । ହେଲେ ବେଳା ଖରାପ ପଡିଲା । ଭାଗ୍ୟ ସାଥ୍ ଦେଲାନି। ଲୋକଙ୍କ ହାତରେ ଧରା ପଡିବା ପରେ ଉତ୍ତମ ମଧ୍ୟମ ଖାଇଲା। ଆଉ ଶେଷରେ ପୋଲିସର ଜିମା ଦେଲେ ସ୍ଥାନୀୟ ଲୋକେ। ଏମିତି ଘଟଣା ଘଟିଛି ଜୟପୁର ପାଓ୍ବାର ହାଉସ୍ କଲୋନୀରେ। ସୂଚନାଯୋଗ୍ୟ ଯେ, ବୁଧବାର ରାତି ସାଢେ ୧୦ଟାରେ ୩ଜଣ ଚୋର ଲୁହା ରଡ୍ ଚୋରି କରିବାକୁ ଆସିଥିଲେ । ଚୋରି କରୁଥିବା ସମୟରେ ସ୍ଥାନୀୟ ଲୋକେ […]