ପାରାଦୀପରେ ୪ ଯୁବକଙ୍କ ବର୍ବର କାଣ୍ଡ: ଆଶା କର୍ମୀଙ୍କୁ ଟେକି ନେଇ ଗଣଦୁଷ୍କର୍ମ
ଜଗତସିଂହପୁର : ଷଣ୍ଢକୁଦର ଜଣେ ଆଶାକର୍ମୀଙ୍କୁ କାର୍ରେ ଅପହରଣ କରି ନେଇ ଗଣଦୁଷ୍କର୍ମ କରିବା ଭଳି ଏକ ବର୍ବର କାଣ୍ଡ ଘଟିଛି ପାରାଦୀପ ଅଞ୍ଚଳରେ। ଏ ସଂପର୍କରେ ଶନିବାର ଦିନ କୁଜଙ୍ଗ କୋର୍ଟରେ ପୀଡ଼ିତାଙ୍କର ବୟାନ ରେକର୍ଡ କରାଯାଇଛି। ମହିଳାଙ୍କ ଡାକ୍ତରୀମାଇନା କରାଯାଇଛି। ପୁଲିସ, ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ବାଡ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମାମଲାରେ ସମ୍ପୃକ୍ତ ଥିବା ସନ୍ଦେହରେ ଦୁଇ ଜଣ ଯୁବକଙ୍କୁ ପାରାଦୀପ ଆଦର୍ଶ ଥାନାରେ ଅଟକ ରଖାଯାଇଥିବା ବେଳେ […]