ବିରାଟ ଓ ହାର୍ଦ୍ଦିକଙ୍କୁ ଭେଟିଲେ ମୋମିମ୍ ସାକିବ୍, ‘ଓ ଭାଇ ମାରୋ ମୁଝେ ମାରୋ’ କହି ହୋଇଥିଲେ ଭାଇରାଲ୍
ଦୁବାଇ ୨୯।୦୮: ବିରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭେଟିଲେ ଭାଇରାଲ୍ ବୟ ମୋମିମ୍ ସାକିବ୍ । ଉଭୟଙ୍କ ସାକ୍ଷାତରେ ପରେ ମୋମିମ୍ ନିଜ ଇନ୍ଷ୍ଟାଗ୍ରାମ୍ରେ ଭିଡିଓ ସେୟାର କରିଛନ୍ତି । ଆଉ ସେଥିରେ ଲେଖିଛନ୍ତି ଯେ, ବିରାଟ ଜଣେ ମହାନ କ୍ରୀଡାବିତ୍ ଏବଂ ନମ୍ର ବ୍ୟକ୍ତିତ୍ୱ । ତାଙ୍କୁ ଭଲ ଫର୍ମରେ ଦେଖିବାକୁ ଇଛା । ଆଜିର ମ୍ୟାଚ୍ ବେଶେ ରୋମାଞ୍ଚକର ଥିଲା । ସେହିପରି ପାଣ୍ଡ୍ୟାଙ୍କ ବିଷୟରେ ଲେଖିଛନ୍ତି ଯେ, ହାର୍ଦ୍ଦିକ ଜଣେ ଯୁବ […]