ସମୃଦ୍ଧ ହେଉଛି ଦାସିଆ ଅଜାଙ୍କ ସଂଗ୍ରହାଳୟ, ବିରଳ ସାମଗ୍ରୀ ସବୁକୁ ଦେଖିବା ପାଇଁ ବଢ଼ୁଛି ଆଗ୍ରହ
ନୂଆଗାଁ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଉଦୟପୁରଠାରେ ଓଡ଼ିଶାର ପ୍ରଖ୍ୟାତ ସଂଗ୍ରାହକ ଦାଶରଥି ପଟ୍ଟନାୟକ (ଦାସିଆ ଅଜା)ଙ୍କ ଦ୍ବାରା ପ୍ରତିଷ୍ଠିତ ପାଠାଗାର ଓ ସଂଗ୍ରହାଳୟକୁ ଭୁବନେଶ୍ବରରେ ରହୁଥିବା ଓଡ଼ିଶାର ବିଶିଷ୍ଟ ବୌଦ୍ଧ ଗବେଷକ ପ୍ରଫେସର ଅଖିଳ କୁମାର ସାହୁଙ୍କ ପାଠାଗାରର ଶତାଧିକ ପୁସ୍ତକ, ଗବେଷଣା ନିବନ୍ଧ ଏବଂ ଥାଇଲାଣ୍ତର ବିଭିନ୍ନ ଆକୃତିର ବୌଦ୍ଧ ମୂର୍ତ୍ତି, ୧ ହଜାରରୁ ଊର୍ଦ୍ଧ୍ବ ପୁରାତନ ସମ୍ବାଦପତ୍ର କଟିଂ ପ୍ରଦାନ କରାଯାଇଛି। ସେହିଭଳି ପରଲୋକଗତ ସାହିତ୍ୟିକ କୁଳମଣି ନାଥଶର୍ମାଙ୍କ ନିଜସ୍ବ ପାଠାଗାରର […]
