ସନ୍ତରଣ ପ୍ରଶିକ୍ଷଣ ବେଳେ ଛାତ୍ରଙ୍କ ମୃତ୍ୟୁ ଘଟଣା, ଅତ୍ୟଧିକ ପରିଶ୍ରମରୁ ମୃତ୍ୟୁ ହୋଇଥାଇପାରେ-ଏନ୍ସିସି
କଟକ୧୧।୦୯ : ଏନ୍ସିସି ସନ୍ତରଣ ପ୍ରଶିକ୍ଷଣ ବେଳେ ଛାତ୍ରଙ୍କ ମୃତ୍ୟୁ ଘଟଣା । ସାମ୍ବାଦିକ ସମ୍ମିଳନୀର ଜରିଆରେ ପକ୍ଷ ରଖିଲେ ଏନ୍ସିସି ଡାକ୍ତର ଜୟନ୍ତ ପଣ୍ଡା । ସେ କହିଛନ୍ତି ଯେ, ଛାତ୍ରଙ୍କ ପୂର୍ବ ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଥାଇପାରେ । ଛାତ୍ରଙ୍କ ମେଡିକାଲ ଫିଟ୍ନେସ୍ ପ୍ରମାଣପତ୍ର ଏନ୍ସିସି ପାଖରେ ଅଛି । ଅତିଧିକ ପରିଶ୍ରମରୁ ଛାତ୍ରଙ୍କ ମୃତ୍ୟୁ ହୋଇଥାଇପାରେ । ସୂଚନାଯୋଗ୍ୟ ଯେ, ଶନିବାର ଦିନ କଟକ କ୍ଲଵ ସୁଇମିଂ ପୁଲରେ NCCର ନାଭାଲ ଉଇଙ୍ଗ […]