ଘରେ ପଶି ନେଇଗଲେ ୧୫ ଲକ୍ଷ ଟଙ୍କା, ପାଖ ଜଙ୍ଗଲରୁ ମିଳିଲା ବାଇକ୍
ରାଉରକେଲା ୨୬।୦୯ : ଘରେ ପଶି ନେଇଗଲେ ୧୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ନଗଦ ୮୦ ହଜାର ଟଙ୍କା । ରାଉରକେଲା ବିଶ୍ରା ଥାନା ଖୁଣ୍ଟଗାଁରୁ ଏହି ଲୁଟ୍ ଘଟଣା ସାମ୍ନାକୁ ଆସୁଛି । ଖବର ଅନୁଯାୟୀ, ରବିବାର ରାତି ପ୍ରାୟ ୯ଟା ସମୟରେ ୪ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ଭୁଜାଲି, କଟୁରୀ ସହ ଅନେକ ମାରଣାସ୍ତ୍ର ଧରି ଘରେ ପଶିଥିଲେ । ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଅବସରପ୍ରାପ୍ତ କର୍ମଚାରୀ ପୂର୍ଣ ଚନ୍ଦ୍ର ସାହୁଙ୍କ […]