ଜମି ମାଫିଆଙ୍କ ଉତ୍ପାତ ବଢ଼ୁଛି: ସଂରକ୍ଷିତ ଜଙ୍ଗଲରୁ କାଟିଦେଲେ ହଜାର ହଜାର ଗଛ
ତାଳଚେର : ଅନୁଗୁଳ ଟାଉନ୍ରୁ ମାତ୍ର ୧୦ କିଲୋମିଟର ଦୂର ଅନୁଗୁଳ ସଦର ଥାନା ଅନ୍ତର୍ଗତ ନତଡ଼ା ଗାଁ ସଂରକ୍ଷିତ ଜଙ୍ଗଲରୁ ଆଜି ଭୋରରେ ହଜାର ହଜାର ଗଛ କାଟି ଦିଆଯାଇଛି। ଜମି ମାଫିଆ ଜାଗା ପ୍ଲଟିଂ କରିବା ଉଦ୍ଦେଶ୍ୟରେ ଏଭଳି ଭାବେ ଜଙ୍ଗଲ ପଦା କରିଥିବା ଜଣାପଡ଼ିଛି। ନତଡ଼ା ଗ୍ରାମବାସୀ ଏ ସଂପର୍କରେ ବନ ବିଭାଗକୁ ଜଣାଇଥିଲେ ବି ଅଭିଯୁକ୍ତଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଘଟଣା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ସୂଚନା […]