ଏଥର ଭିଡିଓ ଗେମ୍ ନୁହେଁ ପରଦାରେ ଦେଖିବେ ସୁପର ମାରିଓ, ରିଲିଜ୍ ହେଲା ଫିଲ୍ମର ଟିଜର
ମୁମ୍ଵାଇ ୦୯।୧୦: ଆପଣ ନିଶ୍ଚୟ ପିଲାଦିନରେ ସୁପର ମାରିଓ ଖେଳ ଖେଳିଥିବେ । ଭିଡିଓ ଗେମ୍ ଖେଳୁଥିବା ପିଲାମାନଙ୍କ ମଧ୍ୟରେ ମାରିଓ ଗେମ୍ ଥିଲା ପ୍ରଥମ ପସନ୍ଦ । ହେଲେ ସମୟ ଅନୁସାରେ ନୂଆ ଗେମ୍ ଆସିଲା ଆଉ ଏବଂ ମାରିଓ ଧିରେ ଧିରେ ତା ସ୍ଥାନରେ ହଜିବାକୁ ବସିଲା ।ବର୍ତ୍ତମାନ ସମୟ ଆସିଛି ତାଙ୍କ ପିଲାଦିନର ସ୍ମୃତି ମାରିଓକୁ ପୁନର୍ବାର ଦେଖିବା ପାଇଁ ଫେରି ଆସିଛି। କିନ୍ତୁ ଏହା ଗେମ୍ ଖେଳିବା ପାଇଁ ନୁହେଁ ବରଂ […]
