ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ ଶିବ କୁମାର ଖୁରାନାଙ୍କ ଦେହାନ୍ତ, ୭୦-୮୦ ଦଶକରେ ଦେଇଛନ୍ତି ଅନେକ ହିଟ୍ ଫିଲ୍ମ
ମୁମ୍ଵାଇ ୨୮।୧୦: ସିନେମା ଜଗତରୁ ଲଗାତାର ଦୁଃଖଦ ଖବର ସାମ୍ନାକୁ ଆସୁଛି। ୧୯୭୦-୮୦ ଦଶକରେ ଅନେକ ହିଟ୍ ଫିଲ୍ମ ନିର୍ମାଣ କରିଥିବା ଶିବ କୁମାର ଖୁରାନାଙ୍କ ଦେହାନ୍ତ ହୋଇଛି। ୮୩ ବର୍ଷ ବୟସରେ ସେ ଅଲବିଦା କହିଛନ୍ତି । ଅଧିକ ବୟସ ହୋଇଯାଇଥିବାରୁ ଦୀର୍ଘଦିନ ହେବ ଅସୁସ୍ଥ ଥିଲେ। ବ୍ରହ୍ମାକୁମାରୀ ଗ୍ଲୋବାଲ ହସ୍ପିଟାଲରେ ଶିବ କୁମାର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ମୃତ୍ୟୁରେ ବିନ୍ଦୁ ଦାରା ସିଂ ମଧ୍ୟ ଏକ ଟୁଇଟ୍ରେ ଶିବ କୁମାରଙ୍କୁ ଶ୍ରଦ୍ଧାଞ୍ଜଳି […]