ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ବଦଳିଲା ଶ୍ରୀମନ୍ଦିର ଚନ୍ଦ୍ରଗ୍ରହଣ ନୀତିକାନ୍ତି: ରାତି ସାଢ଼େ ୨ଟାରୁ ମହାପ୍ରଭୁଙ୍କ ରାଜାଧିରାଜ ବେଶ

ପୁରୀ: ଶ୍ରୀମନ୍ଦିର ଚନ୍ଦ୍ରଗ୍ରହଣ ନୀତିକାନ୍ତିକୁ ନେଇ ବିତର୍କ ମୁଣ୍ଡ ଟେକିବା ପରେ ଶେଷରେ ଶ୍ରୀମନ୍ଦିର ପ୍ରଶାସନ ନିଜର ଏହି ତ୍ରୁଟି ସଂଶୋଧନ କରିଛି। ପୂର୍ବରୁ ପାକତ୍ୟାଗ, ଦେବନୀତି ନିଷେଧ ପାଇଁ ଯେଉଁ ସମୟ ଧାର୍ଯ୍ୟ ହୋଇଥିଲା, ସେଥିରେ ପରିବର୍ତ୍ତନ କରାଯାଇଛି। ସକାଳ ୮ଟା ୨୯ ମିନିଟ୍‌ ବଦଳରେ ସୂ‌େର୍ଯ୍ୟାଦୟ ପରଠାରୁ ଅର୍ଥାତ୍‌ ସକାଳ ୫ଟା ୫୪ ମିନିଟ୍‌ ୫୩ ସେକେଣ୍ଡଠାରୁ ଅନ୍ନଭୋଜନ, ପାକକର୍ମ ଓ ଦେବନୀତି ନିଷେଧ କରାଯାଇଛି। ଆଜି ଶ୍ରୀମନ୍ଦିର ଛତିଶାନିଯୋଗ ଏଥିରେ ମୋହର ମାରିଛି। […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କୋଭିଡ୍‌ ବଢ଼ାଇଛି ଆତ୍ମହତ୍ୟା ପ୍ରବଣତା, ନିଦ୍ରାହୀନତା

ଭୁବନେଶ୍ବର: କୋଭିଡ ମହାମାରୀ ପରେ ରାଜ୍ୟରେ ଯୁବପିଢ଼ିଙ୍କ କ୍ଷେତ୍ରରେ ଆତ୍ମହତ୍ୟାପ୍ରବଣତା ବଢ଼ିଛି। ପ୍ରାୟତଃ ସବୁ ଆତ୍ମହତ୍ୟା ଏକପ୍ରକାରର। କୋଭିଡ ମହାମାରୀ ପରେ ଏହି ହାର ବଢ଼ିଥିଲେ ବି ଗତ ୨/୩ମାସ ଭିତରେ ଏହାର ତୀବ୍ରତା ସାମ୍ନାକୁ ଆସିଛି। ଯୁବପିଢ଼ିଙ୍କ କ୍ଷେତ୍ରରେ ଏଭଳି ଆତ୍ମହତ୍ୟାପ୍ରବଣତା ବଢ଼ିବା ବିଶେଷଜ୍ଞ, ଅଭିଭାବକଙ୍କୁ ଚିନ୍ତାରେ ପକାଇଛି। ରାଜଧାନୀର ଦୁଇଟି ପ୍ରମୁଖ ସରକାରୀ ଡାକ୍ତରଖାନା କ୍ୟାପିଟାଲ ହସ୍ପିଟାଲ ଓ ଏମ୍‌ସର ବହିର୍ବିଭାଗରେ ‘ସମ୍ବାଦ’ ଟିମ୍‌ ଯାଞ୍ଚ ବେଳେ ଚାଞ୍ଚଲ୍ୟକର ତଥ୍ୟ ପାଇଛି। ସବୁଠାରୁ ବଡ଼ […]

ଅପରାଧ ରାଜ୍ୟ

ବିଚ୍‌ ରାସ୍ତାରେ ମହିଳାଙ୍କୁ ହାଣିଦେଲେ ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ

ଉଦଳା ୦୧।୧୧ : ବିଚ୍‌ ରାସ୍ତାରେ ମହିଳାଙ୍କୁ ହାଣିଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ନାମ ପଦ୍ମିନୀ ପ୍ରଧାନ ବୋଲି ଜଣାପଡିଛି । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଜୁନପାଳ ଗାଁରେ ଘଟିଛି ଏହି ଘଟଣା । ଖବର ଅନୁଯାୟୀ, ମଙ୍ଗଳବାର ଦିନ କୁନପାଳ ଗାଁ ଛକରେ କିଛି ଦୁର୍ବୃତ୍ତମାନେ ଆସି ଜଣେ ମହିଳାଙ୍କୁ ବିଚ୍‌ ରାସ୍ତାରେ ହାଣିଥିଲେ । ଏହାପରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦଳା ମେଡିକାଲରେ ଭର୍ତ୍ତି […]

ଅପରାଧ ରାଜ୍ୟ

ରାଜଧାନୀରୁ କୋଟିଏ ଟଙ୍କାର ସାପ ବିଷ ଜବତ ଘଟଣା, ଦେଢ ବର୍ଷ ପରେ ତଦନ୍ତ ଆରମ୍ଭ କଲା ଭିଜିଲାନ୍ସ

ଭୁବନେଶ୍ୱର ୦୧।୧୧ : ରାଜଧାନୀରୁ କୋଟିଏ ଟଙ୍କାର ସାପ ବିଷ ଜବତ ଘଟଣା । ଦେଢ ବର୍ଷ ପରେ ସାପ ବିଷ ଲିଙ୍କ ନେଇ ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ । ସିଟି ଡ଼ିଏଫଓ ଅଫିସରେ କ୍ରାଇମବ୍ରାଞ୍ଚ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଖବର ଅନୁଯାୟୀ, ଗତ ବର୍ଷ ମାର୍ଚ୍ଚ ୨୭ ତାରିଖରେ ଭୁବନେଶ୍ୱର ରୁ ଜବତ ହୋଇଥିଲା ୧ ଲିଟର ୬୦୦ ମିଲି ଲିଟର ସାପ ବିଷ । ଜଣେ ମହିଳାଙ୍କ ସହ […]

ଅପରାଧ ରାଜ୍ୟ

ବଡବିଲରେ ଲଜ୍ଜା, ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ

ବଡବିଲ ୦୧।୧୧ : ପୁଣି ଲଜ୍ଜା । ୫ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ । କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ରୋଇଡ଼ାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଅଭିଯୁକ୍ତ ଯୁବକକୁ ଅଟକ ରଖି ଅଧିକ ତଦନ୍ତ କରୁଛି ରୁଗୁଡ଼ି ଥାନା ପୋଲିସ୍ । ଖବର ଅନୁଯାୟୀ, ସୋମବାର ଅପରାହ୍ନରେ ପୀଡ଼ିତା ଶିଶୁ କନ୍ୟା ଜଣକ ଟିଉସନ୍ ଯାଉଥିଲେ । ଏହି ସମୟରେ ପାଖରେ ରହୁଥିବା ଅଭିଯୁକ୍ତ ସଚିନ ତାକୁ ନିଜ ଘରକୁ ଡାକିନେଇ ଦୁଷ୍କର୍ମ […]

ଅପରାଧ ଦେଶ ବିଦେଶ

‘ଦ ଓ୍ଵାୟର’ ର ସଂପାଦକଙ୍କ ବାସଭବନ ଉପରେ ଦିଲ୍ଲୀ ପୋଲିସର ଚଢାଉ, ଫୋନ-କମ୍ପ୍ୟୁଟର ଜବତ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ୍ ସୋମବାର ନ୍ୟୁଜ୍ ପୋର୍ଟାଲ ‘ଦ ଓ୍ଵାୟର’ ର ପ୍ରତିଷ୍ଠାତା ତଥା ସଂପାଦକ ସିଦ୍ଧାର୍ଥ ଭରଦରାଜନ ଏବଂ ଏମକେ ବେଣୁଙ୍କ ବାସଭବନ ଉପରେ ଚଢାଉ କରିଛି। ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଟିମ୍ ଏହି ଚଢାଉ କରିଛି। ଏହି ସମୟରେ ତଦନ୍ତକାରୀ ଦଳ ଦୁଇଟି ଫୋନ ଏବଂ କମ୍ପ୍ୟୁଟର ଜବତ କରିଛନ୍ତି। ବିଜେପିର ଆଇଟି ସେଲ୍‌ର ମୁଖ୍ୟ ଅମିତ ମାଲଭୀୟଙ୍କ ଅଭିଯୋଗକ୍ରମେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସିଦ୍ଧାର୍ଥ ଭରଦରାଜନ ଏବଂ ଏମକେ ବେଣୁଙ୍କ ବିରୋଧରେ […]

ଅପରାଧ ରାଜ୍ୟ

ଅର୍ଚ୍ଚନା ନାଗ ଗିରଫ ମାମଲା, ଆସନ୍ତା ୫ରେ ଶୁଣାଣି କରିବେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ

ଭୁବନେଶ୍ୱର ୦୧।୧୧: ବ୍ଲାକମେଲ୍‌ କ୍ୱିନ୍‌ ଅର୍ଚ୍ଚନା ନାଗ ଗିରଫ ମାମଲା । ଆସନ୍ତା ୫ ତାରିଖରେ ଅର୍ଚ୍ଚନାଙ୍କ ମାମଲାର ହେବ ଶୁଣାଣି । ଅକ୍ଷୟ ପରିଜାଙ୍କ ପକ୍ଷରୁ ହୋଇଥିବା ଅଭିଯୋଗ ଉପରେ ଶୁଣାଣି ହେବ । ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ କରିବେ ଶୁଣାଣି । ପୂର୍ବରୁ ଗତ ଅକ୍ଟୋବର ୧୪ ତାରିଖରେ ମାମଲାର ହୋଇଥିଲା ଶୁଣାଣୀ । ସୂଚନାଯୋଗ୍ୟ ଯେ, ୨୦୧୬ରେ ଘର ଭଡା ନେଇ ଭୁବନେଶ୍ୱରରେ ରହୁଥିବା ଅର୍ଚ୍ଚନା ୨୦୨୦ ବେଳକୁ କୋଟି କୋଟି ଟଙ୍କାର […]

ଅପରାଧ ରାଜ୍ୟ

ଗାନ୍ଧୀ ଛକରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

ଚୌଦ୍ୱାର ୦୧/୧୧: ଚୌଦ୍ଵାର ଗାନ୍ଧୀ ଛକରେ ଥିବା ଜଣେ ବ୍ୟବସାୟୀଙ୍କ ଦୋକାନରେ ଅଗ୍ନିକାଣ୍ଡ । ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ । ଅଗ୍ନିକାଣ୍ଡରେ ଜଳି ପୋଡ଼ି ନଷ୍ଟ ହୋଇଥିବା କହିଛନ୍ତି ଫୁଲ ଦୋକାନ ମାଲିକ ପବିତ୍ର କୁମାର ବେହେରା । ବେଆଇନ୍ ଭାବେ ୧୧ କେଭି ବିଦ୍ୟୁତ୍ ଖୁଣ୍ଟରେ ଯାଇଥିବା ଫୋନ କେବୁଲ, ସ୍ଥାନୀୟ ଟେଲିଭିଜନ କେବୁଲ ପାଇଁ ଏଭଳି ଅଗ୍ନିକାଣ୍ଡ ଘଟିଥିବା କହିଛନ୍ତି କ୍ଷତି ଘଟିଥିବା ଦୋକାନ ମାଲିକ ପବିତ୍ର ବେହେରା […]

ଅପରାଧ ରାଜ୍ୟ

ରେଶମ ସହରରେ ବେଧଡକ ଚାଲିଛି ସେକ୍ସ ରାକେଟ: ଗେଷ୍ଟ ହାଉସରେ ଚଢ଼ଉରେ ୩ ଯୁବତୀ ଉଦ୍ଧାର, ୧୦ ଅଟକ

ବ୍ରହ୍ମପୁର ୦୧/୧୧: ବ୍ରହ୍ମପୁରରେ ପୁଣି ଠାବ ହୋଇଛି ସେକ୍ସ ରାକେଟ୍‌ । ଟାଟାବେଞ୍ଜ ଛକ ନିକଟସ୍ଥ ତୁଳସୀ ଗେଷ୍ଟ ହାଉସରେ ସୋମବାର ସନ୍ଧ୍ୟାରେ ବ୍ରହ୍ମପୁର ପୁଲିସ ପକ୍ଷରୁ ଚଢ଼ଉ କରାଯାଇ ସେଠାରୁ ୩ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା । ଏହା ସହିତ ଅନ୍ୟ ୧୦ ଜଣ ଯୁବକଙ୍କୁ ଅଟକ ରଖାଯାଇଛି । ଏଠାରେ ଅନେକ ଦିନ ହେବ ସେକ୍ସ ରାକେଟ ଚାଲୁଥିବା ନେଇ ଖବର ମିଳିବା ପରେ ବ୍ରହ୍ମପୁର ଏସ୍‌ପି ସର୍ବଣା ବିବେକ ଏମ ସେଠାରେ […]

ଧର୍ମ ରାଜ୍ୟ

ମହାକାର୍ତ୍ତିକ ମାସର ଚତୁର୍ଥ ସୋମବାର, ବାବା ଧବଳେଶ୍ୱରଙ୍କ ପୀଠରେ ଲାଗିଛି ଗହଳି

ଆଠଗଡ ୩୧/୧୦: ମହା କାର୍ତ୍ତିକ ମାସର ଚତୁର୍ଥ ସୋମବାର । ଚଳଚଞ୍ଚଳ ଆଠଗଡର ପ୍ରସିଦ୍ଧ ବାବା ଧବଳେଶ୍ୱର ପୀଠ । ପୂଜକ ସମିତି ପକ୍ଷରୁ ରାତ୍ର ୩ ଟାରୁ ଦ୍ୱାର ଫିଟାଯାଇ ୧୦୮ ଗରା ସୁବାସିତ ଜଳରେ ବାବା ଙ୍କୁ ସ୍ନାନ କରାଯାଇ ସମସ୍ତ ନୀତି ସମାପନ ପରେ ଭୋର ୪ ଟା ବେଳକୁ ସାଧାରଣ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଥିଲା । ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ଧାଡି ଦର୍ଶନ ସହିତ ଝୁଲାପୋଲରେ […]