ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୬ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୦୨।୧୧: ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୫ ଜଣ କ୍ୱାରେଣ୍ଟାଇନ୍ ରହିଥିବା ବେଳେ ୧୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୦୪ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬୧୯୫କୁ ବୃଦ୍ଧି ପାଇଛି । […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ପଞ୍ଚୁକରେ ଦର୍ଶନ ବ୍ୟବସ୍ଥା: ସିଂହଦ୍ବାରରେ ବାରିକେଡିଂ

ପୁରୀ: ଦୁଇଦିନ ପରେ ପଞ୍ଚୁକ। ଏହି ୫ ଦିନ କାର୍ତ୍ତିକ ମାସର ସବୁଠୁ ପୁଣ୍ୟ ଦିନ ଭାବେ ବିବେଚନା କରାଯାଏ। ସେପଟେ ଶ୍ରୀଜିଉ ବି ଏହି ୫ ଦିନ ୫ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଏ ଦୃଷ୍ଟିରୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ପ୍ରତିବର୍ଷ ପଞ୍ଚୁକରେ ହଜାର ହଜାର ଭକ୍ତଙ୍କ ଭିଡ଼ ଲ‌ାଗେ। କୋଭିଡ୍‌ଜନିତ କଟକଣା ଯୋଗୁ ଭକ୍ତମାନେ ତିନି ବର୍ଷ ଧରି ଏହି ଦୁର୍ଲ୍ଲଭ ଦର୍ଶନରୁ ବଞ୍ଚିତ ଥିଲେ। କିନ୍ତୁ ଚଳିତବର୍ଷ ପଞ୍ଚୁକରେ କୋଭିଡ୍‌ଜନିତ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କୋଭିଡ ଜଟିଳତା ଅନୁଧ୍ୟାନ ନେଇ କମିଟି ଗଠନ କଲେ ସରକାର

ଭୁବନେଶ୍ବର: ଗତବର୍ଷ ମେ’ ୧୫ତାରିଖରେ ଓଡ଼ିଶା ସରକାର କୋଭିଡ ପରିଚାଳନା ନେଇ ଏକ ଉଚ୍ଚସ୍ତରୀୟ ଉପଦେଷ୍ଟା ମଣ୍ଡଳୀ ଗଠନ କରିଥିଲେ। ଭାରତୀୟ ଜନସ୍ବାସ୍ଥ୍ୟ ପ୍ରତିଷ୍ଠାନ ବା ପିଏଚ୍‌ଏଫ୍‌ଆଇର ସଭାପତି କେ.ଶ୍ରୀନାଥ ରେଡ୍ଡୀଙ୍କ ନେତୃତ୍ବରେ ଗଠିତ ଏହି କମିଟିରେ ଦେଶର ପ୍ରମୁଖ ଡାକ୍ତରଙ୍କୁ ନିଆଯାଇଥିଲା। ରାଜ୍ୟରେ କୋଭିଡର ସମ୍ଭାବ୍ୟ ପରବର୍ତୀ ଲହର, ଭିତ୍ତିଭୂମି ବିକାଶ ଓ ଟିକାକରଣ ଉପରେ ରଣନୀତି କମିଟି ପ୍ରସ୍ତୁତ କରିବ ବୋଲି କୁହାଯାଇଥିଲା। ଏହାଭିତରେ ରାଜ୍ୟରେ କୋଭିଡର ତୃତୀୟ ଲହର ଶେଷ ହେବା ସହିତ […]

ଅପରାଧ ଦେଶ ବିଦେଶ

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡିର ସମନ, ୩ ନଭେମ୍ବରରେ ହେବ ପଚରାଉଚରା…

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସମନ ନୋଟିସ ପଠାଇଲା ଇଡି । ଅବୈଧ ଖନନ ଏବଂ ଅର୍ଥ ହେରଫେର ମାମଲାରେ ଇଡି ହେମନ୍ତ ସୋରେନଙ୍କୁ ଏହି ସମନ ପଠାଇଛି। ମିଳିଥିବା ସୂଚନା ଅନୁଯାୟୀ, ହେମନ୍ତ ସୋରେନଙ୍କୁ ୩ ନଭେମ୍ବର ସାଢ଼େ ୧୧ ଟାରେ ପଚରାଉଚରା ପାଇଁ ଡକାଇଛି। ଇଡିକୁ ବିଧାୟକ ପଙ୍କଜ ମିଶ୍ରାଙ୍କ ସାହେବଗଞ୍ଜ ସ୍ଥିତ ଘରେ ରେଡ୍ ସମୟରେ ଏକ ଲଫାଫା ମିଳିଥିଲା। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟାଙ୍କ୍ ଆକାଉଣ୍ଟ ସହ ଜଡ଼ିତ ଚେକବୁକ୍ ରହିଥିଲା। ୨ […]

ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ଫେରୁଛି ସାର୍କ ଟ୍ୟାଙ୍କ୍ ଇଣ୍ଡିଆ ସୋ’, ସିଜିନ୍-୨ ରେ ଦେଖିବାକୁ ମିଳିବେ ନୂଆ ଇନଭେଷ୍ଟର

ନୂଆଦିଲ୍ଳୀ: ଦୀର୍ଘ ଦିନର ଅପେକ୍ଷା ପରେ ‘ସାର୍କ ଟ୍ୟାଙ୍କ୍ ଇଣ୍ଡିଆ’ ଫ୍ୟାନ୍ସଙ୍କୁ ଭେଟିଦେବାକୁ ଯାଉଛନ୍ତି ଦ୍ବିତୀୟ ସିଜିନ୍। ସିଜିନ୍ ୧ ର ବିରାଟ ସଫଳତା ପରେ ଏବେ ପୁଣିଥରେ ଫେରୁଛନ୍ତି ସାର୍କ। ସୋ’ ର ମେକର୍ସ ଆସନ୍ତା ସିଜିନ୍ ପାଇଁ ପ୍ରସ୍ତୁତି କରୁଛନ୍ତି। ତେବେ ଦ୍ବିତୀୟ ସିଜିନରେ ଫ୍ୟାନ୍‌ଙ୍କୁ କିଛି ପୁରୁଣା ଚେହେରା ସହ ନୂଆ ସାର୍କଙ୍କୁ ଦେଖିବାକୁ ମିଳିବ । ରିପୋର୍ଟ ଅନୁଯାୟୀ, ଦ୍ବିତୀୟ ସିଜିନ୍‌ରେ କାରଦେଖୋ ଗ୍ରୁପ୍ ଏବଂ ଇନସ୍ୟୁରାନ୍ସଦେଖୋ.କମ୍ ର ସିଇଓ ଅମିତ […]

ଅପରାଧ ଦେଶ ବିଦେଶ

ହ୍ବିଲ ଚେୟାର ପାଇଁ ପଇସା ମାଗିଲେ ଏୟାରଲାଇନ୍ସ କମ୍ପାନୀ, ଦେଇ ନପାରିବାରୁ ଘୁଷୁଡ଼ି ଘୁଷୁଡ଼ି ଓହ୍ଲାଇଲେ ଦିବ୍ୟାଙ୍ଗ ଯାତ୍ରୀ

ନୂଆଦିଲ୍ଲୀ(୦୨/୧୧): ଦିବ୍ୟାଙ୍ଗ ଯାତ୍ରୀଙ୍କୁ ହ୍ବିଲ ଚେୟାର ଦେଲେନାହିଁ ବିମାନ କର୍ମଚାରୀ। ଘୁଷୁଡ଼ି ଘୁଷୁଡ଼ି ତଳକୁ ଓହ୍ଲାଇଲେ ଯାତ୍ରୀ। ଏଭଳି ଏକ ଅଭିଯୋଗକୁ ନେଇ ଅଷ୍ଟ୍ରେଲିଆନ ଏୟାରଲାଇନ୍ ଜେଟ୍‌ଷ୍ଟାର ଏୟାରଓ୍ବେଜ୍‌କୁ ଏବେ ତୀବ୍ର ସମାଲୋଚନା ସାମ୍ନା କରିବାକୁ ପଡ଼ିଛି। ପ୍ରକୃତରେ ଏହି ଏୟାରଲାଇନ୍ସ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ବିମାନରୁ ଓହ୍ଲାଇବା ସମୟରେ ହ୍ବିଲଚେୟାର ଦେଇନଥିଲେ ଏବଂ ହ୍ବିଲଚେୟାର ପାଇଁ ଦେୟ ଦେବାକୁ କହିଥିଲେ। ନାଟଲି କର୍ଟିସ୍ ନାମକ ଜଣେ ଯାତ୍ରୀ କ୍ବିନ୍ସଲ୍ୟାଣ୍ଡ୍‌ରୁ ଟାଉନ୍ସଭିଲ୍ ବ୍ୟାଙ୍ଗକକ୍ ଯାତ୍ରା କରୁଥିଲେ। ଆଉ […]

ଅପରାଧ ରାଜ୍ୟ

ବିବାହର ୬ମାସ ପରେ ମହିଳାଙ୍କ ମୃତ୍ୟୁ, ଜ୍ଵାଇଁ ଉପରେ ହତ୍ୟା ଅଭିଯୋଗ ଆଣିରେ ଝିଅର ବାପା

ନୂଆଦିଲ୍ଳୀ ୦୨।୧୧: ଶ୍ୟାମଳି ହୋଇଥିବାରୁ ମୃତ୍ୟୁ ଦଣ୍ଡ … ଏହା ଶୁଣିକି ଅଜବ ଲାଗୁଥିବ। ହେଲେ ଝାନସୀର ଜଣେ ବାପା ତାଙ୍କ ଜ୍ଵାଇଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି। ବାପା ଅଭିଯୋଗ କରିଛନ୍ତି ଯେ ଶ୍ୟାମଳି ହୋଇଥିବାରୁ ଜ୍ଵାଇଁ ତାଙ୍କ ଝିଅକୁ ମାରିକି କରି ଫାଶୀରେ ଝୁଲାଇ ଦେଇଛନ୍ତି। ବିବାହର ୬ମାସ ପରେ ମହିଳା ଜଣକ ଫାଶୀ ଲଗାଇଥିବାର ଦେଖିବାକୁ ମିଳିଥିଲା। ଝିଅର ପରିବାର ଲୋକ ତାଙ୍କୁ ଶାଶୁଘରେ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି। ଝିଅ ପିତା […]

ଅପରାଧ ରାଜ୍ୟ

ମୀନତିଙ୍କୁ ମାରିଲା କିଏ ? ଜଙ୍ଗଲରେ ପଡିରହିଛି ମୃତଦେହ

ଦେବଗଡ ୦୨।୧୧ : ଗାଁ ଜଙ୍ଗଲରୁ ମହିଳାଙ୍କ ରକ୍ତାକ୍ତ ମୃତଦେହ ଠାବ । ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ତୁଟାବାରୀ ଗ୍ରାମ୍ୟ ଜଙ୍ଗଲରୁ ମୃତଦେହ ଠାବ ହୋଇଛି । ମୃତକଙ୍କ ନାମ ତୁଟାବାରୀ ଗାଁର ମିନତୀ ଓରଫ ଦେବକୀ ନାଏକ ବୋଲି ଜଣାପଡିଛି । ଖବର ଅନୁଯାୟୀ, ଗାଁ ପାଖ ଜଙ୍ଗଲକୁ କିଛି ଲୋକ ଯାଇଥିଲେ । ସେଠାରେ ମହିଳାଙ୍କ ମୃତଦେହ ପଡିଥିବାର ଦେଖିଥିଲେ । ଏହାପରେ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । କୁଣ୍ଢେଇଗୋଳା ଥାନା […]

ଅପରାଧ ରାଜ୍ୟ

କୋଚିଂ ସେଣ୍ଟରରେ ଅଘଟଣ, ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଛାତ୍ର ମୃତ

ମାର୍ଶାଘାଇ ୦୨।୧୧ : କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅଞ୍ଚଳରେ ଅଘଟଣ । ଏକ ଘରୋଇ କୋଚିଂ ସେଣ୍ଟରରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଛାତ୍ର ମୃତ । ମୃତକ ମହାକାଳପଡ଼ା ବ୍ଲକ ବଡ଼କୂଳ ପଞ୍ଚାୟତ ଗୋପୀନାଥପୁର ଗାଁ କୁଞ୍ଜବିହାରୀ ଦାସଙ୍କ ପୁଅ ଦେବୀପ୍ରସାଦ ଦାସ ବୋଲି ଜଣାପଡିଛି । ଖବର ଅନୁଯାୟୀ, ଛାତ୍ର ଜଣଙ୍କ କୌଣସି କାରଣରୁ ଛାତ ବାଲକୋନୀକୁ ଯାଇଥିଲେ । ସେଠାରେ ୩ରୁ ୪ ଫୁଟ୍‌ ଦୂରରେ ଥିବା ୧୧ କେଭି […]

ଅପରାଧ ରାଜ୍ୟ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ମୃତ

ଖୋର୍ଦ୍ଧା ୦୨।୧୧ : ଖୋର୍ଦ୍ଧା ବୋଲଗଡ଼ ପଞ୍ଚୁକୋଟର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାର୍‌ ଓ ଟ୍ରକ ଧକ୍କାରେ ୩ଜଣଙ୍କ ମୃତ୍ୟୁ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଲତାଡ଼ ଆରମ୍ଭ କରିଛି । ଖବର ଅନୁଯାୟୀ, ଏକ କାର୍‌ ଭୁବନେଶ୍ୱରରୁ ନୟାଗଡ଼ ଅଭିମୁଖେ ଯାଉଥିଲା । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଟ୍ରକଟି ୫୭ ନମ୍ବର ଜାତୀୟ ରାଜପଥ ବୋଲଗଡ଼ ନିକଟସ୍ଥ ପଞ୍ଚୁକୋଟ ଠାରେ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ମୋଟ […]