ଭଞ୍ଜବିହାରରେ ହେବ ତେଲୁଗୁ ଚେୟାର, ପାଞ୍ଚ ବର୍ଷ ପାଇଁ ଏମ୍ଓୟୁ ସ୍ୱାକ୍ଷରିତ
ବ୍ରହ୍ମପୁର ୨୨।୧୧ : ଭଞ୍ଜବିହାରରେ ପ୍ରତିଷ୍ଠା ହେବ ତେଲୁଗୁ ଚେୟାର । ଶ୍ରୀକାକୁଲମ୍ ବିଶ୍ୱ ବିଦ୍ୟାଳୟରେ ପ୍ରତିଷ୍ଠା ହେବ ଓଡିଆ ଚେୟାର । ଆନ୍ଧ୍ର ଉଚ୍ଚଶିକ୍ଷା ବିଭାଗ ଏବଂ ଓଡିଶା ସଂସ୍କୃତି ବିଭାଗ ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି । ପାଞ୍ଚ ବର୍ଷ ପାଇଁ ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି ଏମ୍ଓୟୁ । ସ୍ଥିତି ଅନୁସାରେ ସମୟ ସୀମା ବୃଦ୍ଧି ହୋଇପାରିବ। ଖବର ଅନୁଯାୟୀ, ଆନ୍ଧ୍ର ପ୍ରଦେଶରେ ଉପେନ୍ଦ୍ର ଭଞ୍ଜଙ୍କ ନାମରେ ଓଡ଼ିଆ ଚେୟାର ସ୍ଥାପନ ନେଇ ନାମ […]









