ତାମିଲନାଡ଼ୁ ବିଧାନସଭାରେ ଅଭାବନୀୟ ପରିସ୍ଥିତି: ବିଧାନସଭା ଛାଡ଼ି ପଳାଇଲେ ରାଜ୍ୟପାଳ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଚେନ୍ନାଇ : ତାମିଲନାଡ଼ୁ ବିଧାନସଭାେର ସୋମବାର ଦିନ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ରାଜ୍ୟ ସରକାରଙ୍କ ଦ୍ବାରା ପ୍ରସ୍ତୁତ ଭାଷଣ ଅବିକଳ ନପଢ଼ି ରାଜ୍ୟପାଳ ଆରଏନ୍ ରବି ମଝି ମଝିରେ କିଛି ଅଂଶ ଛାଡ଼ିଦେବାରୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଏହାର ବିେରାଧ କରିଥିଲେ। […]









