ବିନମ୍ର ହେବାକୁ ଅଶନୀରଙ୍କୁ କୋର୍ଟଙ୍କ ପରାମର୍ଶ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ନୂଆଦିଲ୍ଲୀ : ବିନମ୍ର ହେବାକୁ ଭାରତପେ’ର ପ୍ରତିଷ୍ଠାତା ଅଶନୀର ଗ୍ରୋଭରଙ୍କୁ ଦିଲ୍ଲୀ ହାଇକୋର୍ଟ ପରାମର୍ଶ ଦେଇଛନ୍ତି। ଅଶନୀର ଓ ତାଙ୍କ ପତ୍ନୀଙ୍କ ବିରୋଧରେ କଂପାନି ଅର୍ଥ ଆତ୍ମସାତ ଅଭିଯୋଗ ଆଣିଛି। କଂପାନିରୁ ଉଭୟଙ୍କୁ ବିଦା ହେବାକୁ ପଡ଼ିଛି। ଉଭୟ କଂପାନି କର୍ତ୍ତୃପକ୍ଷ […]









