ମା’ ହେବାକୁ ଚାହୁଁଛନ୍ତି ରାକ୍ଷୀ ସାୱନ୍ତ, କହିଲେ-ବିବାହ ପୂର୍ବରୁ ଆସିପାରେ ଖୁସି ଖବର…
ମୁମ୍ବାଇ ୨୯।୦୬ : ବର୍ତ୍ତମାନ ସବୁଆଡେ ଆଲିଆ ଭଟ୍ଟଙ୍କ ଖବର ପ୍ରଚାରିତ ହେବାରେ ଲାଗିଛି । ମା’ ହେବାର ଖବର ଆସିବା ପରେ ସୋସିଆଲ ମିଡିଆରେ ଅନେକ ଅଭିନନ୍ଦନ ମିଳୁଛି। ଏବେ ସମସ୍ତେ କପୁର ପରିବାରର ନୂଆ ତଥା କୁନି ଅତିଥିଙ୍କୁ ଅପେକ୍ଷା କରିଛନ୍ତି। ଆଲିଆଙ୍କ ମା’ ହେବା ପରେ ବର୍ତ୍ତମାନ ‘ଡ୍ରାମା କୁଇନ୍’ ରାକ୍ଷୀ ସାୱନ୍ତ ମଧ୍ୟ ଏକ ମାଆ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ରାକ୍ଷୀ ସାୱନ୍ତ ପୁଣି ଥରେ ମା ହେବାକୁ ନେଇ […]