ପ୍ରଥମ ଥର ସ୍କ୍ରିନ୍ ସେୟାର କରିବେ ସାହିଦ-କ୍ରିତି, ନିର୍ମାତା ଦିନେଶ ବିଜାନ୍ଙ୍କ ଏହି ଫିଲ୍ମରେ ଆସିବେ ନଜର
ମୁମ୍ବାଇ ୦୫।୦୮: ବଡ ପରଦାରେ ଦେଖିବାକୁ ମିଳିବ ସାହିଦ-କ୍ରିତିଙ୍କ ଯୋଡି । ବଲିଉଡ୍ର ଚକ୍ଲେଟ୍ ବୟ୍ ଭାବେ ପରିଚିତ ସାହିଦ୍ କପୁର । ସେ ଆରମ୍ଭରୁ ଇଣ୍ଡଷ୍ଟ୍ରିର ଜଣେ ସ୍ବିଟ୍ ଲଭର୍ବୟ୍ ରହିଆସିଛନ୍ତି। ହେଲେ ନିକଟରେ ଆସିଥିବା ତାଙ୍କ ଫିଲ୍ମ “କବୀର ସିଂ” ରେ ତାଙ୍କୁ ଏକ ନୁଆଁ ରୁପରେ ଦେଖିବାକୁ ମିଳିଥିଲା। ସେହିଭଳି “ମିମି” ସିନେମା ଜରିଆରେ କ୍ରିତି ସାନନ୍ ତାଙ୍କ ଅଭିନୟ ପାଇଁ ଖୁବ୍ ପ୍ରଶଂସା ସାଉଁଟିଥିଲେ। ଏବେ ପ୍ରଥମ ଥର ଏହି ଯୋଡିକୁ […]