OTTରେ ଡେବ୍ୟୁ କରିବେ ଅନନ୍ୟା ପାଣ୍ଡେ, ଏହି ୱେବ୍ ସିରିଜ୍ରେ ଆସିବେ ନଜର
ମୁମ୍ବାଇ ୨୯।୦୯: ନିକଟରେ ବିଜୟ ଦେବରକୋଣ୍ଡାଙ୍କ ସହ ଫିଲ୍ମ ‘ଲାଇଗର୍’ରେ ନଜର ଆସିଥିଲେ ଅନନ୍ୟା ପାଣ୍ଡେ । ଏବେ ଆୟୁଷ୍ମାନ ଖୁରାନାଙ୍କ ସହ ‘ଡ୍ରିମ୍ ଗର୍ଲ-୨’ର ସୁଟିଂରେ ସେ ବ୍ୟସ୍ତ ଅଛନ୍ତି । ତାଙ୍କ ହାତରେ ଭଲ ପ୍ରୋଜେକ୍ଟର ଅଭାବ ନାହିଁ । ଏବେ ଆଉ ଏକ ପ୍ରୋଜେକ୍ଟରେ ସେ ସାମିଲ ହୋଇଥିବା ଚର୍ଚ୍ଚା ହେଉଛି । ଖୁବ୍ଶୀଘ୍ର ଆମାଜନ୍ ପ୍ରାଇମ୍ ଭିଡିଓରେ ‘କଲ୍ ମି ବେ’ରେ ସେ ନଜର ଆସିବେ । ଏଥିରେ ସେ ଜଣେ […]