ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ଶୁକ୍ରବାରଠୁ ଥିଲେ ନିଖୋଜ
ଚଣ୍ଡିଖୋଲ ୦୯।୧୦ : ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଓଲର ଗାଁର ଘଟଣା । ମୃତକଙ୍କ ନାମ ଭାଗ୍ୟଧର ବେହେରା ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଭାଗ୍ୟଧର ଗତ ଶୁକ୍ରବାର ଅପରାହ୍ନ ସମୟରେ ବ୍ୟାଙ୍କକୁ ଯାଉଥିବା କହି ଘରୁ ଆସିଥିଲେ । ହେଲେ ଆଉ ଫେରିନଥିଲେ । ପରିବାରଲୋକେ ବହୁ ଖୋଜାଖୋଜି କରିଥିଲେ, କିନ୍ତୁ ପତ୍ତାମିଳିନଥିଲା । ଶେଷରେ ଶନିବାର […]