ବାଲିଯାତ୍ରା ଭିତ୍ତିଭୂମି ପ୍ରସ୍ତୁତି ଦୁର୍ନୀତି: ୩୫ ଦିନରେ ପୂର୍ତ୍ତ ବିଭାଗର ୩ ବିଜ୍ଞପ୍ତି
କଟକ : ବାଲିଯାତ୍ରା ଭିତ୍ତିଭୂମି ପ୍ରସ୍ତୁତିରେ ହୋଇଥିବା ଆଖିବୁଜା ଦୁର୍ନୀତିର ଚେର କେଉଁଠି? ଗୋଟିଏପଟେ ମୋଟ୍ କାମର ସିଂହଭାଗ ଯେଉଁ ୩/୪ ଜଣଙ୍କୁ ବଣ୍ଟା ଯାଇଛି, ସେମାନେ ନିର୍ଦ୍ଦିଷ୍ଟ ଭାବେ ବିଜେଡିର ଜଣେ କର୍ପୋରେଟର ଓ ଆର୍ ଆଣ୍ଡ୍ ବିରେ କାର୍ଯ୍ୟରତ ତାଙ୍କର ଏହି ଇଂଜିନିୟର ସ୍ବାମୀଙ୍କ ସଂପର୍କୀୟ। ଏହାକୁ ନେଇ ଘଣ୍ଟାଚକଟା ଆରମ୍ଭ ହୋଇଥିବା ବେଳେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। କର୍ପୋରେଟର୍ଙ୍କ ଇଞ୍ଜିନିୟର୍ ସ୍ବାମୀଙ୍କ ପ୍ରତି ଅନୁକମ୍ପା ଦେଖାଇବା ପାଇଁ ପୂର୍ତ୍ତ […]









