ନିଖୋଜର ପାଞ୍ଚ ଦିନ ପରେ ଅମ୍ରିତ ଉଦ୍ଧାର
ଓଡ଼ଗାଁ : କୁରାଳ ଗ୍ରାମରୁ ଅପହୃତ ହୋଇଥିବା ନାବାଳକ ଅମ୍ରିତକୁ ସୋମବାର ଭୋର୍ରୁ ଗ୍ରାମର ଏକ ଘର ଭିତରୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ଗତ ଗୁରୁବାର ଓଡ଼ଗାଁ ଥାନା କୁରାଳ ଗ୍ରାମର ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ପୁଅ ଅମ୍ରିତ ଟ୍ୟୁସନ୍ ଯାଇ ନିଖୋଜ ହେବା ଘଟଣା ସାରା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଥିଲା। ୫ ଦିନ ଧରି ଜିଲ୍ଲା ପୁଲିସ, ସାଇଣ୍ଟଫିକ୍ ଟିମ୍ ତନାଘନା କରିଥିଲେ ମଧ୍ୟ ଅମ୍ରିତର ସନ୍ଧାନ ମିଳିନଥିଲା। ଘଟଣା ଉପରୁ ପରଦା ହଟାଇବାକୁ […]









