ପ୍ରତ୍ୟେକ ଦିନ ନାଭିରେ ଏହି ଏହି ଜିନିଷ ଲଗାଇବା ଦ୍ୱାରା ବନିଥାଏ ଧନ ପ୍ରାପ୍ତିର ଯୋଗ ।
ମନୁଷ୍ୟ ଜୀବନରେ ନକରାତ୍ମକତା କାରଣରୁ ଅନେକ ସମସ୍ୟା ଦେଖା ଦେଇଥାଏ । ମାତ୍ର ଶାସ୍ତ୍ରରେ କିଛି ଏଭଳି ଉପାୟ ବିଷୟରେ କୁହାଯଇଛି ଯାହାକୁ ଦ୍ୱାରା ମନୁଷ୍ୟର ଜୀବନର ସମସ୍ୟା ଦୂର ହୋଇଯାଏ । କହିବାକୁ ଗଲେ ମନୁଷ୍ୟ ଜୀବନର ନକରାତ୍ମକତା ଯେତେବେଳେ ଦୂର ହୋଇଥାଏ ସେତେବେଳେ ସକାରାତ୍ମକତା ଆସିଥାଏ । ଶନିବାରଟି ଶନିଦେବଙ୍କୁ ସମର୍ପିତ ହୋଇଥାଏ । ତେଣୁ ଏହି ଶନିବାର ଦିନ କିଛି ଖାସ ଉପାୟ କଲେ ଶନିଦେବଙ୍କ କୃପା ସବୁବେଳେ ବଜାୟ ରହିଥାଏ । […]








