ଘରେ ଶୌଚାଳୟ ନଥିବାରୁ ମହିଳାଙ୍କ ଆତ୍ମହତ୍ୟା
କୁଡାଲୋର: ସ୍ୱାମୀଙ୍କ ଘରେ ଶୌଚାଳୟ ନଥିବାରୁ ଅସନ୍ତୋଷ ପ୍ରକାଶ କରି ଜଣେ ୨୭ ବର୍ଷୀୟା ମହିଳା ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। କୁଡାଲୋର ଜିଲ୍ଲାର ଆରିସିପେରିଆନକୁପ୍ପମ ଗ୍ରାମର ରାମିୟା ଏକ ଘରୋଇ ଡାକ୍ତରଖାନାରେ କାମ କରନ୍ତି। ଏପ୍ରିଲ ୬ ତାରିଖରେ କାର୍ତ୍ତିକେୟନଙ୍କ ସହ ତାଙ୍କର ବିବାହ ହୋଇଥିଲା। ସ୍ୱାମୀଙ୍କ ଘରେ ଶୌଚାଳୟ ନ ଥିବାରୁ ରାମିୟା ବିବାହର କିଛି ଦିନ ପରେ ତାଙ୍କ ମା’ଙ୍କ ପାଖକୁ ଆସି ରହୁଥିଲେ। କୁଡାଲୋର ସହରରେ ଶୌଚାଳୟ ଥିବା ଏକ […]