୫୮ ଡିଇଓଙ୍କୁ ବିଦା ଘଟଣା: ନିଯୁକ୍ତି ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର: ବିଏମ୍ସିର ୫୮ଜଣ ଡାଟାଏଣ୍ଟ୍ରି ଅପରେଟର୍ (ଡିଇଓ)ଙ୍କୁ ଚାକିରିରୁ ବିଦା କରିବା ଘଟଣାକୁ ନେଇ ଚର୍ଚ୍ଚା ଥମିବା ନାଁ ଧରୁନି। କର୍ତ୍ତୃପକ୍ଷ ଏହି ୫୮ଜଣ ଡିଇଓଙ୍କୁ ବିଦା କରିବାକୁ ଚିଠି ଲେଖିବା ପରେ ଆଉ ଗୋଟିଏ ସଂସ୍ଥା ଡିଇଓଙ୍କୁ ନିଯୁକ୍ତି ଦେବାକୁ ପ୍ରକ୍ରିୟା ଆରମ୍ଭ କରି ଦେଇଛି। ଜୁନ୍ ୧ ପୂର୍ବରୁ ପ୍ରକ୍ରିୟା ଶେଷ ହେବା ସହ ନୂଆ ନିଯୁକ୍ତି ଦିଆଯିବ ବୋଲି ଜଣାପଡ଼ିଛି। ଏଭଳି ସ୍ଥିତିରେ ଏକ ସାଂଘାତିକ ଅଭିଯୋଗ ଆସିଛି। ପୂର୍ବରୁ ବିନା ଟେଣ୍ଡର୍ରେ […]