ବିମାନରେ ମଶା ଦାଉରୁ ଆଶ୍ବସ୍ତି ମିଳିବ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ନୂଆଦିଲ୍ଲୀ : ବିମାନରେ ଯାତ୍ରୀମାନଙ୍କୁ ମଶା ଦାଉରୁ ଖୁବ୍ଶୀଘ୍ର ଆଶ୍ବସ୍ତି ମିଳିବ। ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଏହି ପ୍ରସଙ୍ଗକୁ ନେଇ ଗଠନ କରାଯାଇଥିବା ବିଶେଷଜ୍ଞ କମିଟିର ସୁପାରିସକୁ ସରକାର ଗ୍ରହଣ କରିଛନ୍ତି। ସେଗୁଡ଼ିକୁ ଶୀଘ୍ର ଲାଗୁ କରିବା ଲାଗି ସରକାରଙ୍କୁ ସୁପ୍ରିମ୍କୋର୍ଟ […]









