ରାଜ୍ୟ ସ୍ପେଶାଲ ରିପୋର୍ଟ

ବାହାଘର ଭୋଜିରେ ଯୁବବିଜ୍ଞାନୀ ଶେଷ କିସାନଙ୍କ ଘୋଷଣା: ଖୋଲିବେ ଫାର୍ମା କମ୍ପାନି, ଶସ୍ତାରେ ଯୋଗାଇବେ ଔଷଧ

ରେଢ଼ାଖୋଲ: ଯୁବବିଜ୍ଞାନୀ ଶେଷ କିଷାନଙ୍କ ବାହାଘର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସେ ଓଡ଼ିଶାରେ ଡ.ଶେଷ କିଷାନ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନି ଖୋଲିବେ ଓ ତା’ର ଲାଭାଂଶ ଗରିବ ପିଲାଙ୍କ ପାଠପଢ଼ାରେ ଖର୍ଚ୍ଚ ହେବ ବୋଲି ଘୋଷଣା କରିଛନ୍ତି। ମଙ୍ଗଳବାର ବାହାଘର ଭୋଜି ଅବସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ. କିଷାନ ଏହି ଘୋଷଣା କରିଥିଲେ। ସେ କହିଛନ୍ତି ଯେ ଅତି ଅଳ୍ପ ଖର୍ଚ୍ଚରେ ସାଧାରଣ ରୋଗୀମାନେ ଉନ୍ନତ ମାନର ଔଷଧ ପାଇପାରିବେ। ୪ ମାସ ମଧ୍ୟରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଇଡିରେ ପୁଣି ହାଜର ହେଲେ ଅକ୍ଷୟ ପରିଜା, ମଙ୍ଗଳବାର ହୋଇଥିଲେ ୯ଘଣ୍ଟାର ଜେରା

ଭୁବନେଶ୍ୱର ୨୩।୧୧ : ଇଡିରେ ପୁଣି ହାଜର ହେଲେ ଅକ୍ଷୟ ପରିଜା । ମଙ୍ଗଳବାରର ୯ ଘଣ୍ଟା ଜେରା ପରେ ଆଜି ପୁଣି ହାଜର ହୋଇଛନ୍ତି ଫିଲ୍ମ ନିର୍ଦ୍ଦେଶକ । ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ଏବଂ ଅର୍ଥ ହେର୍‌ଫେର୍‌ ମାମଲାରେ ଖୋଳତାଡ଼ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଖବର ଅନୁଯାୟୀ, ଅର୍ଚ୍ଚନା ନାଗଙ୍କ ଆର୍ଥିକ କାରବାର ମାମଲାରେ ଖୋଳତାଡ଼ କରୁଛି ଇଡି । ଏହିକ୍ରମରେ ଓଡିଆ ଫିଲ୍ମ ନିର୍ଦ୍ଦେଶକ ଅକ୍ଷୟ ପରିଜାଙ୍କୁ ନୋଟିସ୍ କରିଥିଲା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଜଙ୍ଗଲରୁ ମାଓ କମାଣ୍ଡରଙ୍କ ମୃତଦେହ ଠାବ, ସାଥୀ ସଦସ୍ୟ ହତ୍ୟା କରିଥିବା ସନ୍ଦେହ

ମାଲକାନିଗିରି ୨୩।୧୧ : ଜଙ୍ଗଲ ଭିତରୁ ମାଓ କମାଣ୍ଡରଙ୍କ ମୃତଦେହ ଠାବ। ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଓ ଦନ୍ତେୱାଡା ଜିଲ୍ଲା ମଧ୍ୟରେ ରହିଥିବା ଜଙ୍ଗଲ ଭିତରୁ ଜଣେ ମାଓ କମାଣ୍ଡରଙ୍କ ମୃତଦେହ ଠାବ ହୋଇଛି। ମାଓ ସଙ୍ଗଠନର ସଦସ୍ୟ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଖବର ଅନୁଯାୟୀ, ସୁକୁମା ଓ ଦନ୍ତେୱାଡା ଜିଲ୍ଲା ସୀମାନ୍ତରେ ଥିବା ଫୁସାରାସ ଘାଟୀ ନିକଟରେ ଥିବା ଜଙ୍ଗଲ ଭିତରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡିଥିବା ଖବର ପାଇ ସିଆରପିଏଫ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଅର୍ଚ୍ଚନା ନାଗ ମାମଲା: ଆଜି ପୁଣି ଇଡିରେ ହାଜର ହେବେ ଅକ୍ଷୟ ପରିଜା

ଭୁବନେଶ୍ବର: ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାର ଖୋଳତାଡ କରିବାରେ ଲାଗିଛି ଇଡି। ଏହି ମାମଲାରେ ଯିଏ ଯିଏ ସମ୍ପୃକ୍ତ ଥିବା ଅଭିଯୋଗ ଉଠିଛି ସମସ୍ତଙ୍କୁ ଡାକି ମୁହାଁମୁହିଁ ଜେରା କରିବାରେ ଲାଗିଛି। ଅକ୍ଷୟ ପରିଜା, ଅମିୟକାନ୍ତ ଦାସ, ଖଗେଶ୍ବର ପାତ୍ରଙ୍କୁ ଗୁଡାଇ ତୁଡାଇ ଜେରା କରୁଛି। ତେବେ ମଙ୍ଗଳବାର ଅକ୍ଷୟ ପରିଜା ଓ ଅମିୟକାନ୍ତ ଦାସଙ୍କୁ ଡାକି ଇଡି ଜେରା କରିଥିଲା। ଗତକାଲି ଅକ୍ଷୟଙ୍କୁ ଇଡି ୯ ଘଣ୍ଟା ଜେରା କରିଥିଲା। ତେବେ ଦ୍ବିତୀୟ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଖୋଲୁଛି ‘ନାଗ’ ପେଡି, ଇଡି ଅଫିସରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର ୨୩।୧୧ : ପ୍ରଥମେ ଅକ୍ଷୟ ପରିଜା ଆଉ ଏବେ ଶ୍ରଦ୍ଧାଞ୍ଜଳି । ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା । ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ମାମଲାରେ ହାଜର ହୋଇଛନ୍ତି ଶ୍ରଦ୍ଧାଞ୍ଜଳି । ଖବର ଅନୁଯାୟୀ, ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ହେବା ପରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହି ମାମଲାରେ ହୋଇଥିବା ଆର୍ଥିକ କାରବାର ନେଇ ଖୋଲତାଡ଼ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହିକ୍ରମରେ ଇଡି ଅର୍ଚ୍ଚନାଙ୍କ […]

ଅପରାଧ ରାଜ୍ୟ

ରାଜ୍ୟ ବାହାରକୁ ହେଉଥିଲେ ଚାଲାଣ, ୨୫ ଦାଦନ ଶ୍ରମିକ ଉଦ୍ଧାର

କଣ୍ଟାବାଞ୍ଜି ୨୩।୧୧ : ବଲାଙ୍ଗିର ବଙ୍ଗୋମୁଣ୍ଡାରେ ୨୫ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି। ଉଦ୍ଧାର ଦାଦନ ଶ୍ରମିକ ମାନେ ନୂଆପଡ଼ା ଏବଂ କଳାହାଣ୍ଡି ଜିଲ୍ଲାର ବାସିନ୍ଦା। ସମସ୍ତଙ୍କ କାଗଜ ପତ୍ର ଯାଞ୍ଚ ପରେ ଘରକୁ ଛାଡିବ ପୋଲିସ । ଖବର ଅନୁଯାୟୀ, ବେଆଇନ ଭାବେ ସେମାନଙ୍କୁ ରାଜ୍ୟ ବାହାରକୁ ଚାଲାଣ କରୁଥିବା ବେଳେ ବୁଧବାର ରାତିରେ ବଙ୍ଗୋମୁଣ୍ଡା ପୋଲିସ ସ୍ଥାନୀୟ ଗୋଳେଇ ଛକରୁ ସେମାନଙ୍କୁ ଉଦ୍ଧାର କରିଛି। ୩ଟି ଗାଡ଼ି ସହିତ ଦାଦନ ସର୍ଦ୍ଦାରକୁ ପୋଲିସ ଥାନାରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବୁଧବାରଠୁ ଦଶମ ସମେଟିଭ୍ -୧ ଆରମ୍ଭ, ପରୀକ୍ଷା ଦେବେ ୫ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ

କଟକ ୨୩।୧୧: ଆଜିଠାରୁ ଦଶମ ସମେଟିଭ୍ -୧ ପରୀକ୍ଷା। ସେଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ନୋଡାଲ ସେଣ୍ଟର ଗୁଡ଼ିକରେ ପ୍ରଶ୍ନପତ୍ର ପହଞ୍ଚି ସାରିଛି। କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଯେଉଁ ସବୁ ସେଣ୍ଟରରେ କପି ହେଉଥିବା ନଜିର ରହିଛି ସେଠି ଏହାକୁ ରୋକିବା ପାଇଁ ଅବଜରଭରଙ୍କୁ ରଖାଯାଇଛି। ତେବେ ଚଳିତବର୍ଷ ପ୍ରାୟ ୫ଲକ୍ଷ ୪୦ ହଜାର ପିଲା ପରୀକ୍ଷା ଦେବେ। ପରୀକ୍ଷା କେନ୍ଦ୍ରରେ ମୋବାଇଲ ଫୋନ ସମ୍ପୂର୍ଣ୍ଣ […]

ରାଜନୀତି ରାଜ୍ୟ

ବିଧାନସଭାରୁ ଉଠିଲା କୋଭିଡ୍‌ କଟକଣା

ଭୁବନେଶ୍ବର : ବିଧାନସଭାରୁ କୋଭିଡ୍‌ କଟକଣା ଉଠାଇଦିଆଯାଇଛି। ଆସନ୍ତା ୨୪ ତାରିଖରୁ ହେବାକୁ ଥିବା ଶୀତ ଅଧିବେଶନରେ କୋଭିଡ୍‌ କଟକଣା ରହିବ ନାହିଁ। ଗୃହର ସଦସ୍ୟମାନେ ସ୍ବାଭାବିକ ଭାବେ ନିଜ ନିଜ ଆସନରେ ବସିବେ। ପ୍ରେସ୍‌ ଗ୍ୟାଲେରିରେ ସାମ୍ବାଦିକମାନେ ପୂର୍ବ ପରି ବସିପାରିବେ। ପୂର୍ବ ଅପେକ୍ଷା ବିଧାନସଭା ଅବଧି ୧ ଘଣ୍ଟା ବୃଦ୍ଧି ହୋଇଛି । ସନ୍ଧ୍ୟା ୬ଟା ପରିବର୍ତ୍ତେ ସନ୍ଧ୍ୟା ୭ ଯାଏ ଗୃହକାର୍ଯ୍ୟ ଚାଲିବ। ଆଜି ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ବସିଥିବା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଗାନ୍ଧୀ ମାର୍ଗରେ ଅଙ୍ଗନୱାଡି କର୍ମୀ ଏକାଠି

ଭୁବନେଶ୍ବର : ୮ ଦଫା ଦାବି ନେଇ ଅଲ୍‌ ଓଡ଼ିଶା ଅଙ୍ଗନୱାଡି ଲେଡିଜ୍‌ ୱାର୍କର୍ସ ଆସୋସିଏସନ୍‌ ସୋମବାର ଦିନ ଲୋୟର୍‌ ପିଏମ୍‌ଜିରେ ସରକାରଙ୍କ ବିରୋଧରେ ଗର୍ଜିଛି। ସଭାନେତ୍ରୀ ସୁମିତା ମହାପାତ୍ରଙ୍କ ନେତୃତ୍ବରେ ଆସୋସିଏସନ୍‌ର ୩୦ ହଜାରରୁ ଊର୍ଦ୍ଧ୍ବ କର୍ମୀ ଗାନ୍ଧୀ ମାର୍ଗରେ ଧାରଣା ଦେବା ସହ ସେମାନଙ୍କ ଦାବି ଉପସ୍ଥାପନ କରିଥିଲେ। ଅଙ୍ଗନୱାଡି କର୍ମୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ, ମାନ୍ୟତା ନ ମିଳିବା ପର୍ଯ୍ୟନ୍ତ କର୍ମୀଙ୍କୁ ୧୮ ହଜାର ଓ ସହାୟିକାଙ୍କୁ ୯ ହଜାର ଟଙ୍କା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଭଞ୍ଜବିହାରରେ ହେବ ତେଲୁଗୁ ଚେୟାର, ପାଞ୍ଚ ବର୍ଷ ପାଇଁ ଏମ୍‌ଓୟୁ ସ୍ୱାକ୍ଷରିତ

ବ୍ରହ୍ମପୁର ୨୨।୧୧ : ଭଞ୍ଜବିହାରରେ ପ୍ରତିଷ୍ଠା ହେବ ତେଲୁଗୁ ଚେୟାର । ଶ୍ରୀକାକୁଲମ୍‌ ବିଶ୍ୱ ବିଦ୍ୟାଳୟରେ ପ୍ରତିଷ୍ଠା ହେବ ଓଡିଆ ଚେୟାର । ଆନ୍ଧ୍ର ଉଚ୍ଚଶିକ୍ଷା ବିଭାଗ ଏବଂ ଓଡିଶା ସଂସ୍କୃତି ବିଭାଗ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଛି । ପାଞ୍ଚ ବର୍ଷ ପାଇଁ ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଛି ଏମ୍‌ଓୟୁ । ସ୍ଥିତି ଅନୁସାରେ ସମୟ ସୀମା ବୃଦ୍ଧି ହୋଇପାରିବ। ଖବର ଅନୁଯାୟୀ, ଆନ୍ଧ୍ର ପ୍ରଦେଶରେ ଉପେନ୍ଦ୍ର ଭଞ୍ଜଙ୍କ ନାମରେ ଓଡ଼ିଆ ଚେୟାର ସ୍ଥାପନ ନେଇ ନାମ […]