କନକ ନ୍ୟୁଜ୍ରେ ଯାଁଳା ଭାଇଙ୍କ କାହାଣୀ: ‘ସମ୍ପର୍କକୁ ଖରାପ ହେବାକୁ ଦିଅନ୍ତୁ ନାହିଁ’
ଭୁବନେଶ୍ବର: ପରିବାରଠାରୁ ବଡ଼ ସମ୍ବଳ ଆଉ କିଛି ନାହିଁ। କିନ୍ତୁ ଏଇ ସମ୍ବଳକୁ ଆଜି ଆମେ ହରେଇ ଦେଉଛେ। ଯୌଥ ପରିବାର ନାହିଁ କହିଲେ ଚଳେ। ପରିବାର ଭାଗଭାଗ ହୋଇ କେତେ ଛୋଟ ହୋଇ ପାରିବ, ସେଥିପାଇଁ ଉଦ୍ୟମ କରାଯାଉଛି। ବର୍ତ୍ତମାନ ସମୟରେ ଭାଇ-ଭାଇ ଭିତରେ ପଡ଼ୁନାହିଁ। ସାମାନ୍ୟ କଥାକୁ ନେଇ ପରିବାର ଭିତରେ ମତାନ୍ତର ସୃଷ୍ଟି ହେଉଛି। ଏହା ସମାଜିକ ବ୍ୟବସ୍ଥା ପ୍ରତି ବଡ଼ ବିପଦ ସୃଷ୍ଟି କରୁଛି। ତେଣୁ ପରିବାରକୁ ବିଭାଜନ ହେବାକୁ ଦିଅନ୍ତୁ […]









