ଅପରେସନ୍ ଗ୍ରୀନ୍ କ୍ଲିନ୍, ୧୨୫ ଏକର ସରକାରୀ ଜମିରୁ ଗଞ୍ଜେଇ ଚାଷ ନଷ୍ଟ
ବାଲିଗୁଡ଼ା ୦୧।୧୨ : ଅପରେସନ ଗ୍ରୀନ କ୍ଲିନ୍ । ୧୨୫ ଏକର ସରକାରୀ ଜମିରେ ଚାଷ ହୋଇଥିବା ଗଞ୍ଜେଇ ଗଛକୁ ନଷ୍ଟ । କନ୍ଧମାଳ ଜିଲ୍ଲା କ.ନୂଆଗାଁ ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ଏହାକୁ ନଷ୍ଟ କରିଛି । ଖବର ଅନୁଯାୟୀ, ସରକାରୀ ଜମିରେ ଗଞ୍ଜେଇ ଚାଷ ଚାଲିଥିବା ନେଇ ଅବକାରୀ ବିଭାଗ ଓ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହିକ୍ରମରେ କ. ନୂଆଗାଁ ଥାନା ସିର୍ତ୍ତିଗୁଡ଼ା ବେଡିପାମାହା ସ୍ଵର୍ଣ୍ଣପୁର ଅଞ୍ଚଳରୁ ମାଜିଷ୍ଟ୍ରେଟଙ୍କ […]









