ଗଣତନ୍ତ୍ର ଉପରେ ଆମକୁ ଜ୍ଞାନ ଦିଅନ୍ତୁ ନାହିଁ, UNSCରେ ଭାରତର ରୋକ୍ ଠୋକ୍ ଜବାବ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ନୂଆଦିଲ୍ଲୀ: ଭାରତକୁ ଗଣତନ୍ତ୍ର ପ୍ରସଙ୍ଗରେ କଣ କରିବା ଉଚିତ୍ ଏବଂ କଣ ନକରିବା ଉଚିତ୍, ଏହା ଉପରେ କାହାରିଠୁ ଜ୍ଞାନ ନେବାର ଆବଶ୍ୟକତା ନାହିଁ। ମିଳିତ ଜାତିସଂଘ ସୁରକ୍ଷା ପରିଷଦ ମଞ୍ଚରେ ଏମିତି କଡା ଟିପ୍ପଣୀ କରିଛନ୍ତି ମିଳିତ ଜାତିସଂଘର ଭାରତୀୟ […]









