ନାମଲେଖା ନିୟମ ମାନୁନାହାନ୍ତି ଶିକ୍ଷାନୁଷ୍ଠାନ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ୟୁଜି, ପିଜି ପାଠ୍ୟକ୍ରମରେ ନାମଲେଖାରେ ସ୍ବଚ୍ଛତା ଆଣିବା ଲାଗି ସାମ୍ସ ମାଧ୍ୟମରେ ନାମଲେଖା ଯାଉଛି। ତଥାପି ନାମଲେଖା କ୍ଷେତ୍ରରେ ଜାଲିଆତି ଅଭିଯୋଗ ଘଟଣା ଏବେ ଉଚ୍ଚଶିକ୍ଷା ବିଭାଗର ମୁଣ୍ଡବିନ୍ଧାର କାରଣ ହୋଇଛି। ପିଜି ତଥା […]








