ଭ୍ରମଣ ସୌକିନ ଲୋକଙ୍କ ଲାଗି ଖାସ୍ ଖବର, ଦିଲ୍ଲୀରୁ ଲଣ୍ଡନ ବସ୍ ଯାତ୍ରା ଲାଗି ଅପୂର୍ବ ସୁଯୋଗ, ଜାଣନ୍ତୁ ବୁଲିବେ କେତେ ଦେଶ?
ନୂଆଦିଲ୍ଲୀ : ଯେଉଁମାନେ ଭ୍ରମଣ ପ୍ରିୟ ସେମାନଙ୍କ ଲାଗି ଖୁସି ଖବର। ଗୁରଗ୍ରାମର ଏକ ଘରୋଇ ଟ୍ରାଭେଲ କମ୍ପାନୀ ସଡକ ରାସ୍ତାରେ ଦିଲ୍ଲୀରୁ ଲଣ୍ଡନ ଭ୍ରମଣର ସୁଯୋଗ ଦେଉଛନ୍ତି। ଏହି ଟୁର ଏକତରଫା ଓ ୭୦ ଦିନର। ଯେ କେହି ବି ଚାହିଁବେ ଏହି ଦୀର୍ଘ ଯାତ୍ରାରେ ସାମିଲ ହୋଇପାରିବେ। ଏଥିଲାଗି ଟ୍ରାଭେଲ କମ୍ପାନୀ ଗତ ଅଗଷ୍ଟ ୧୫ ତାରିଖ ଦିନ ବସ୍ ମଧ୍ୟ ଲଞ୍ଚ କରିଛନ୍ତି। ଯାହାକୁ ‘ବସ୍ ଟୁ ଲଣ୍ଡନ’ ନାମକରଣ କରିଛନ୍ତି। ଦିଲ୍ଲୀରୁ […]