ବିପାଶାଙ୍କ ପ୍ରେଗନେନ୍ସି ଖବର ପରେ ଟ୍ରୋଲ୍ ହେଲେ କରଣ, ଭିଡିଓ ଭାଇରାଲ୍
ମୁମ୍ବାଇ ୧୮।୦୮: ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ପରେ ଆଉ ଏକ ବଲିଉଡ ଦମ୍ପତିଙ୍କ ଘରେ ଖୁବ୍ ଶୀଘ୍ର କୁନି ଅତିଥି ଆସିବାକୁ ହେବାକୁ ଯାଉଛି। ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭର ପିତାମାତା ହେବାକୁ ଯାଉଛନ୍ତି। ବିବାହର ୬ବର୍ଷ ପରେ ସେମାନେ ପିତାମାତା ହେବାକୁ ଯାଉଛନ୍ତି। ଦୁହେଁ ନିଜ ପ୍ରଥମ ସନ୍ତାନ ପାଇଁ ବହୁତ ଉତ୍ସାହିତ ଅଛନ୍ତି। ବର୍ତ୍ତମାନ ସେମାନେ ଏହି ଖୁସି ଖବର ଘୋଷଣା କରିଛନ୍ତି । ଯାହାର ଫଟୋ ସୋସିଆଲ୍ […]