ଦମ୍ଦାର ବିଜୟ ପରେ ସେଲିବ୍ରେସନ ମୁଡରେ ଖେଳାଳୀ, ‘କାଲା ଚଷମା’ ଗୀତରେ ଲଗାଇଲେ ଠୁମକା, ଭିଡିଓ ଭାଇରାଲ…
ନୂଆଦିଲ୍ଲୀ ୨୩/୦୮: ଭାରତୀୟ କ୍ରିକେଟ୍ ଦଳ ଜିମ୍ବାୱେକୁ ନିଜ ଘରୋଇ ମାଟିରେ ପରାସ୍ତ କରିଛି । ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜକୁ ୩-୦ରେ କ୍ଲିନ ସ୍ୱିପ୍ କରି କବଜା କରି ନେଇଛି ଟିମ୍ ଇଣ୍ଡିଆ । ତୃତୀୟ ମ୍ୟାଚର ହିରୋ ଏବଂ ପୁରା ସିରିଜର ଓପନର୍ ଶୁବମାନ ଗିଲ ହୋଇଛନ୍ତି । ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଏବଂ ସିରିଜ୍ ଭାବେ ପୁରସ୍କୃତ କରାଯାଇଛି । ସିରିଜ୍ ମୂଳପୋଛ କରିବା ପରେ ଟିମ୍ ଇଣ୍ଡିଆ […]