ବିଟାଉନ୍ର ହିଟ୍ ଅଭିନେତ୍ରୀ କିଆରା, ସେଲିବ୍ରିଟି ଟପ୍ ଲିଷ୍ଟରେ ରହିଲେ
ମୁମ୍ଵାଇ ୨୪।୦୮: ଇଣ୍ଡଷ୍ଟ୍ରିର ଆଗଧାଡ଼ିର ଅଭିନେତ୍ରୀ ତାଲିକାରେ ତାଙ୍କ ନାଁ ଏବେ ଶୀର୍ଷରେ କିଆରା। ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇ କ୍ୟାରିଅର୍ରେ ସଫଳତାର ସିଡ଼ି ଚଢ଼ି ଚାଲିଛନ୍ତି କିଆରା ଆଡ଼ଭାନି। ଫିଲ୍ମ ‘ଶେର୍ଶାହ’ରେ ବଡ଼ ସଫଳତା ପାଇବା ପରେ ବକ୍ସ-ଅଫିସ୍ରେ କମାଲ୍ କରିଥିଲା ‘ଭୂଲ୍ ଭୂଲେୟା-୨’ । ପରେ ‘ଜୁଗ୍ଜୁଗ୍ ଜିୟୋ’ରେ ଦର୍ଶକଙ୍କ ଭଲ ପାଇବା ଓ ପ୍ରଶଂସା ପାଇଁ କିଆରା ଏବେ ଖୁସିରେ ଆତ୍ମହରା । ଏକାଧିକ ନୂଆ ପ୍ରୋଜେକ୍ଟକୁ ନେଇ କିଆରା […]