ରାଜଧାନୀରେ ପଡିଲା ପୁଣି ରକ୍ତର ଛିଟା, ସାଙ୍ଗକୁ ଛୁରାମାଡ଼ କଲା ଆଉ ଏକ ସାଙ୍ଗ
ଭୁବନେଶ୍ବର ୦୩।୦୯: ରାଜଧାନୀ ରାଜରାସ୍ତାରେ ପଡିଲା ପୁଣି ରକ୍ତର ଛିଟା । ସାଙ୍ଗକୁ ଛୁରାମାଡ଼ କଲା ଆଉ ଏକ ସାଙ୍ଗ । ଭୁବନେଶ୍ୱର କଦଳୀ ଗୋଦାମ ବସ୍ତି ନିକଟରେ ଘଟିଛି ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଛୁରାମାଡ଼ ହୋଇଛି । କଦଳୀ ଗୋଦାମ ବସ୍ତି ନିକଟରେ ନିଶାଶକ୍ତ ଅବସ୍ଥାରେ ଥିବା ସେକ୍ ଅବୁଦୁଲ୍କୁ ଛୁରି ମାରିଛି ସାଙ୍ଗ ଆଦିତ୍ୟ । ଯାହାଫଳରେ […]