ଅବକାରୀ ବିଭାଗର ଚଢାଉ, କନ୍ଧମାଳରୁ ଦିଲ୍ଲୀ ଚାଲାଣ ବେଳେ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
ବ୍ରହ୍ମପୁର ୧୬/୦୯: ପାର୍ବଣରେ ଅପରାଧ ରୋକିବାକୁ ଚାଲିଛି ଜୋରଦାର ଧରପଗଡ । ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଉଛି । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁରରେ ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା ମିଳିଛି । ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କ ଗିରଫ କରାଯାଇଛି । ଟିମ୍ ସୂଚନା ପାଇ ଗୋପାଳପୁର ଛକରେ ଚଢାଉ କରିଥିଲା । କନ୍ଧମାଳରୁ ଦିଲ୍ଲୀ କୁ କାର୍ ଯୋଗେ ବେଆଇନ୍ ଗଞ୍ଜେଇ ଚାଲାଣ […]