ପାଖେଇ ଆସୁଛି ଟି-୨୦ ବିଶ୍ୱକପ୍, ଏବେ ଯାଏଁ ଏହି ୪ଟି ଦେଶ ଘୋଷଣା କରିନାହାନ୍ତି ନିଜ ନିଜର ଟିମ୍
ନୂଆଦିଲ୍ଲୀ ୧୭।୦୯: ପାଖେଇ ଆସୁଛି ଟି-୨୦ ବିଶ୍ୱକପ୍ । ଆଉ କିଛି ଦିନ ପରେ ସାରା ବିଶ୍ୱ ଦେଖିବ ଫଟାଫଟ କ୍ରିକେଟ୍ ବିଶ୍ୱକପ୍ । ଅକ୍ଟୋବର ୧୬ରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ୍ ୨୦୨୨ । ଏହାପୂର୍ବରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଅନେକ ଦେଶ ନିଜ ନିଜ ୧୫ ଜଣିଆ ଟିମ୍ ଘୋଷଣା କରିସାରିଲେଣି । କିନ୍ତୁ ଏପରି କିଛି ଦେଶ ଅଛନ୍ତି । ଯେଉଁମାନେ କି ଏବେ ଯାଏଁ ନିଜ ନିଜ ଟିମ୍ […]