ଯୁବକଙ୍କୁ ତହସିଲ୍ଦାର୍ଙ୍କ ଦୁର୍ବ୍ୟବହାର ଅଭିଯୋଗ; ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ
ଆନନ୍ଦପୁର ୨୧/୦୯: ତହସିଲଦାରଙ୍କ ଦୁର୍ବ୍ୟବହାର ପାଇଁ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ। ଏପରି ଘଟଣା ଆନନ୍ଦପୁର ଉପଖଣ୍ଡ ହାଟଡ଼ିହି ଡାକ୍ତରଖାନା ଛକ ପାଖରେ ଦେଖିବାକୁ ମିଳଛି। ସୂଚନାଥାଉକି, ମଙ୍ଗଳବାର ୨ଟି ବେଆଇନ ବାଲି ବୋଝେଇ ହାଇୱା ଜବତ ଜବତ ହୋଇ ଅଫିସ୍ ଆଗରେ ରହିଥିଲା। ଖବର ଅନୁସାରେ, ସେହି ତହସିଲ କାର୍ଯ୍ୟାଳୟ ପାଖରେ ମନୋଜ ରଣାଙ୍କ ଘର। ମନୋଜ ମଙ୍ଗଳବାର ରାତିରେ ଜବତ ହୋଇଥିବା ହାଇୱା ପାଖରେ ଛିଡ଼ା ହୋଇ ତାର ଭିଡିଓ ରେକର୍ଡିଂ କରୁଥିଲେ। ଏତିକି […]