ପାକିସ୍ତାନ ଦଳରେ ଚାଲିଛି କି ମତଭେଦ ? ବାବର-ରିଜୱାନ୍ଙ୍କୁ କାହିଁକି ସ୍ୱାର୍ଥପର କହିଲେ ଶାହିନ୍ ଆଫ୍ରିଦି
ନୂଆଦିଲ୍ଲୀ ୨୩/୦୯: ଗୁରୁବାର କରାଚିରେ ଖେଳାଯାଇଥିବା ଟି -20 ମ୍ୟାଚରେ ପାକିସ୍ତାନ କ୍ରିକେଟ୍ ଦଳ ଇଂଲଣ୍ଡକୁ ୧୦ ୱିକେଟରେ ପରାସ୍ତ କରିଛି । ଏହା ସହିତ ତିନୋଟି ମ୍ୟାଚ୍ ବିଶିଷ୍ଟ ସିରିଜ ଏବେ ୧-୧ରେ ବରାବର ରହିଛି । ଏହି ମ୍ୟାଚ୍ରେ ଇଂଲଣ୍ଡ ଦଳ ୨୦୦ ରନ୍ର ଟାର୍ଗେଟ ଦେଇଥିଲା । ଏହାର ଜବାବରେ ଅଧିନାୟକ ବାବର ଆଜାମ ଏବଂ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜୱାନ ଧୂଆଁଧାର ବ୍ୟାଟିଂ କରିଥିଲେ । କୌଣସି ୱିକେଟ୍ ନହରାଇ […]