ସୈଫ୍ଙ୍କ ‘ବିକ୍ରମ ବେଧା’ର ପ୍ରମୋସନ କଲେ ରଣବୀର, ଫିଲ୍ମ ଦେଖିବାକୁ ଫ୍ୟାନ୍ସଙ୍କୁ ହାତ ଯୋଡି କଲେ ଅନୁରୋଧ
ମୁମ୍ଵାଇ ୨୪।୦୯: ବକ୍ସ ଅଫିସରେ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଫିଲ୍ମ ବ୍ରହ୍ମାସ୍ତ୍ର ପ୍ରାଧାନ୍ୟ ବିସ୍ତାର କରୁଛି। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଖୁବ୍ ଭଲ କଲେକସନ କରୁଛି । ଜାତୀୟ ସିନେମା ଦିବସ ଅବସରରେ ଚଳଚ୍ଚିତ୍ରର ଟିକେଟ୍ ୭୫ ଟଙ୍କାକୁ ହ୍ରାସ କରାଯାଇଥିଲା। ଯାହା ପରେ ବ୍ରହ୍ମାସ୍ତ୍ରର ରୋଜଗାର ବହୁତ ବୃଦ୍ଧି ପାଇଛି । ଶୁକ୍ରବାର ଦିନ ସମସ୍ତ ଶୋ’ ହାଉସଫୁଲ୍ ହୋଇଥିଲା। ରଣବୀର ଫିଲ୍ମର ନିର୍ଦ୍ଦେଶକ ଆୟାନ ମୁଖାର୍ଜୀଙ୍କ ସହ ମୁମ୍ବାଇର ଏକ […]