ବିଧାୟକଙ୍କ ଦରମା ବଢ଼ିବ
ଭୁବନେଶ୍ବର : ବିଧାୟକଙ୍କ ଦରମା ବଢ଼ିବ। ବିଧାନସଭା ଉପେଦଷ୍ଟା କମିଟି ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି। ଖୁବ୍ଶୀଘ୍ର ଉପଦେଷ୍ଟା କମିଟି ପକ୍ଷରୁ ଏହି ପ୍ରସ୍ତାବ ବାଚସ୍ପତିଙ୍କୁ ଦିଆଯିବ। ପ୍ରସ୍ତାବ ଉପରେରାଜ୍ୟ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଏହା ପୂର୍ବରୁ ବିଧାନସଭା ଅଧିବେଶନରେ ବିଧାୟକଙ୍କ ଦରମା ବୃଦ୍ଧି ନେଇ ଦଳମତ ନିର୍ବିଶେଷରେ ମତ ପ୍ରକାଶ ପାଇଥିଲା। ସେହି ଆଧାରରେ ଉପଦେଷ୍ଟା କମିଟି ଆଲୋଚନା କରିବା ସହ ଏଭଳି ନିଷ୍ପତ୍ତି ନେଇଛି। ଏହି ପ୍ରସ୍ତାବ ସହ ପୂର୍ବତନ ବିଧାୟକଙ୍କୁ […]









