ଇଣ୍ଡୋନେସିଆ ଭୂମିକମ୍ପ ; ବଢୁଛି ମୃତାହତଙ୍କ ସଂଖ୍ୟା, ଏବେ ସୁଦ୍ଧା ଗଲାଣି ୧୬୨ ଜୀବନ
ନୂଆଦିଲ୍ଲୀ: ଇଣ୍ଡୋନେସିଆ ଶକ୍ତିଶଳୀ ଭୂମିକମ୍ପରେ ବଢୁଛି ମୃତାହତଙ୍କ ସଂଖ୍ୟା । ଜାଭା ଭୂକମ୍ପରେ ମୃତକଙ୍କ ସଂଖ୍ୟା ୧୬୨ରେ ପହଞ୍ଚିଛି । ଏଥିରେ ଶତାଧିକ ଆହତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ସମସ୍ତ ଗୁରୁତରଙ୍କ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ରିକ୍ଟର ସ୍କେଲ୍ରେ ଭୂମିକମ୍ପର ତୀବ୍ରତା ୫.୫ ରେକର୍ଡ କରାଯାଇଛି । ସୋମବାର ଭୟଙ୍କର ଭୂମିକମ୍ପରେ ଥରି ଉଠିଲା ଗ୍ରୀସର କ୍ରେଟେ ଦ୍ୱୀପ । ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୫.୫ ମପାଯାଇଛି । ସ୍ଥାନୀୟ […]









